www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରକୃତ ବନ୍ଧୁତ୍ୱର ପରିଭାଷା,

ପ୍ରକୃତ ବନ୍ଧୁତ୍ୱର ପରିଭାଷା,

ବନ୍ଧୁ ହେଉଛି ଏପରି ବ୍ୟକ୍ତିତ୍ୱଯାହାର ଗୁରୁତ୍ୱ ସାରା ବିଶ୍ୱରେ ସ୍ୱତନ୍ତ୍ର। ବନ୍ଧୁମାନେ ଆମକୁ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥାଆନ୍ତି। ଜୀବନରେ ଯଦି ସାଙ୍ଗ ନ ଥାଆନ୍ତେ ତେବେ ଆମ ଜୀବନ ମରୁଭୂମି ସଦୃଶ ପାଲଟି ଯାଇଥାଆନ୍ତା। ବନ୍ଧୁ ଆମକୁ ଖୁସି କରାଏ । ଆମର ଦୁର୍ବଳତା ଜାଣି ମଧ୍ୟ ଆମକୁ ସାହସର ସହ ଆଗକୁ ବଢିବା ପାଇଁ ପ୍ରେରିତ କରିଥାଏ, ଆବଶ୍ୟକ ସମୟରେ ଆମକୁ ସାହାଯ୍ୟ କରିବା ନିମନ୍ତେ ସର୍ବଦା ଆଗେଇ ଆସିଥାଏ। ପରିବାରର ସଦସ୍ୟଙ୍କମାନଙ୍କ ଭଳି ଆମେ ସାଙ୍ଗସାଥିଙ୍କୁ ଭରସା କରିଥାଉ। ପ୍ରକୃତରେ ବନ୍ଧୁର ଭୂମିକା ଅନ୍ୟମାନଙ୍କ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

- Advertisement -

ଅମର ବନ୍ଧୁତ୍ୱ

ଜୀବନରେ ବନ୍ଧୁର ମୂଲ୍ୟ ବହୁ ଅଧିକ। ବନ୍ଧୁଟିଏ ନିଜ ବନ୍ଧୁକୁ ନିଜର ସମସ୍ତ ଗୋପନୀୟ କଥା କହିଥାଏ। ବହୁ ସମୟରେ ଏପରି କିଛି କଥା ଅଛି ଯାହା ମାତା ପିତା ନ କହି ମଧ୍ୟ ସାଙ୍ଗକୁ କହିହୁଏ। ତେଣୁ ସାଙ୍ଗ ହେଉଛି ଜୀବନର ଏପରି ଏକ ଅଂଶ ଯେ ବିଶ୍ୱାସ ଯୋଗ୍ୟ ଓ ସାହାର୍ଯ୍ୟକାରୀ। ଏହି ସଂପର୍କରେ କୌଣସି ସ୍ୱାର୍ଥ ନଥାଏ। ତେଣୁ ଜୀବନରେ ସାଙ୍ଗର ସ୍ଥାନ ସ୍ୱତନ୍ତ୍ର। ତେଣୁ ଏହି ସଂପର୍କ ଅମୂଲ୍ୟ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories