ନୟାଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ନୟାଗଡ଼ର ଜିଲାର ହୋଇଥିବା ବେଳେ ସେ ନିକଟରେ ସୁରତରୁ ଫେରିଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି ହୋଇଛି ।
Fifth Health Update, 9th May
One Positive in Nayagarh
40 yr Male(Surat returnee. In quarantine)
Contact tracing and follow-up action is being done.
Total Positive Case: 289
— I & PR Department, Odisha (@IPR_Odisha) May 9, 2020
Comments are closed.