www.samajalive.in
Monday, December 15, 2025
24.1 C
Bhubaneswar

କୌନ ବନେଗା କରୋଡପତିର ୧୦ମ ସଂସ୍କରଣର ପ୍ରୋମୋ ରିଲିଜ: ଦ୍ଵୈତ ଭୂମିକାରେ ଅମିତାଭ

ମୁମ୍ବଇ : ସୋନି ଚାନେଲରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ କୌନ ବନେଗା କରୋଡପତିର ୧୦ମ ସଂସ୍କରଣର ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ପ୍ରୋମୋ ରିଲିଜ୍‌ ହୋଇଛି। ଏଥିରେ ବିଗ୍‍ ବି ଅମିତାଭ ବଚ୍ଚନ ଡବଲ ରୋଲରେ ନଜର ଆସିଛନ୍ତି। ଏହି ସଂସ୍କରଣର ପଞ୍ଜିକରଣ ଜୁନ ୬ ତାରିଖ ରାତି ୮.୩୦ରୁ ଆରମ୍ଭ ହେବ। ସୋନି ଚାନେଲର ଏହା ସର୍ବାଧିକ ଲୋକପ୍ରିୟ କାର୍ଯ୍ୟକ୍ରମ ହୋଇଥିବାରୁ ଦର୍ଶକମାନେ ଏଥିରେ ପଞ୍ଜିକରଣ କରିବା ପାଇଁ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories