ବାହା ହେଲେ ନେହା ଧୂପିଆ
ମୁମ୍ବାଇ: ସୋନମ କାପୁର ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ନେହା ଧୂପିଆ ନିଜର ବନ୍ଧୁ ଅଙ୍ଗଦ ବେଦୀଙ୍କୁ ବିବାହ କରିଛନ୍ତି । ସେମାନେ ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ପୋଷ୍ଟ କରିଛନ୍ତି । ଏହାକୁ ନିଜ ଜୀବନର ସର୍ବ ଶ୍ରେଷ୍ଠ ନିଷ୍ପତ୍ତି ବୋଲି ଅଙ୍ଗଦ ବେଦୀ କହିଛନ୍ତି । ନିଜ ଜୀବନର ସର୍ବ ଶ୍ରେଷ୍ଠ ବନ୍ଧୁଙ୍କୁ ଜୀବନର ସାଥୀ ବୋଲି କୁହାଯାଇଛି । ଶିଖ୍ ପରମ୍ପରା ଅନୁସାରେ ଏକ ଗୁରୁଦ୍ୱାରରେ ଏହି ବାହାଘର ଅନୁଷ୍ଠିତ ହୋଇଛି ।
Best friend.. now wife!! Well Hello there mrs BEDI!!! @NehaDhupia pic.twitter.com/ZQxICr9yE2
— ANGAD BEDI! (@Imangadbedi) May 10, 2018
My darling and most special friend @NehaDhupia who l love and adore dearly is married to the gentleman and talented @Imangadbedi !! Here’s wishing them decades of unconditional love!!!!❤❤❤❤??? pic.twitter.com/LG1nR99aSW
— Karan Johar (@karanjohar) May 10, 2018