ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ଓଡ଼ିଆ ଝିଅ ମନୋରମା ମହାନ୍ତି..

କଡା ସୁରକ୍ଷା ବଳୟରେ ପୁରୀ ସହର..

ଏଣିକି ଅନ୍‌ଲାଇନ କୋର୍ସକୁ ଅଫ୍‌ଲାଇନ ଭଳି ମିଳିବ ମାନ୍ୟତା.. ନିଷ୍ପତ୍ତି ନେଲା ୟୁଜିସି..

ଜ୍ଞାନବ୍ୟାପୀ-କାଶୀ ବିଶ୍ୱନାଥ ମନ୍ଦିର ବିବାଦ.. ‘ୱାଜୁଖାନା’ ସଫା କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି..

ସ୍କୁଲରେ ବିଷ ପିଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ.. ଗଞ୍ଜାମ ଜିଲା ଆସିକାରେ ଅଭାବନୀୟ ଘଟଣା..

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଗି ଆଜିଠୁ ଆରମ୍ଭ ଧାର୍ମିକ ରୀତିନୀତି..

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର.. ମନ୍ତ୍ରପାଠରେ ପ୍ରକମ୍ପିତ ଖଣ୍ଡମଣ୍ଡଳ, ଆସନ୍ତାକାଲି ଯଜ୍ଞରେ ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜ..

ମୋବାଇଲରେ କଥା ହେବାକୁ ମନା କରିବାରୁ ବାପାଙ୍କୁ ହାଣିଲା ଝିଅ.. ଗୁରୁତର ବାପା ମାଆ ସୋର ମେଡିକାଲରେ ଭର୍ତ୍ତି..

ବିଶ୍ବଜିତ୍‌ଙ୍କୁ ପିଟି ମାରିଥିଲା କେୟାର ଟେକର.. ସୂଚନା ଦେଲେ ଡିସିପି..

ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ତାରିଖ.. ଜାନୁଆରୀ ୨୬ ପର୍ଯ୍ୟନ୍ତ କରିପାରିବେ ଆବେଦନ..

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମାମଲା.. ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ..

ଇଣ୍ଡିଗୋ ଓ ମୁମ୍ବଇ ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌.. ମୁମ୍ବଇ ବିମାନବନ୍ଦରର ରନୱେରେ ଯାତ୍ରୀଙ୍କ ଖାଦ୍ୟ ଖାଉଥିବା ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ..

ଘନ କୁହୁଡି ଯୋଗୁଁ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୩୦ ବିମାନ ବିଳମ୍ବିତ, ୧୭ ବିମାନ ବାତିଲ.. ଦିଲ୍ଲୀ ଆସୁଥିବା ୩୦ ଟ୍ରେନ୍ ବିଳମ୍ବରେ ଚାଲୁଥିବା ସୂଚନା..

Comments are closed.