Browsing Tag

Russia_War

ରୁଷ-ୟୁକ୍ରେନ ଯୁଦ୍ଧ ; ୭ମୃତ – ୟୁକ୍ରେନ

ନୂଆଦିଲ୍ଲୀ : ଆରମ୍ଭ ହୋଇ ସାରିଛି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷ ଆକ୍ରମଣରେ ୟୁକ୍ରେନରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ମୃତାହତ ନେଇ ୟୁକ୍ରେନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏହାସହ…
Read More...

ଯୁଦ୍ଧ ପାଇଁ ଆକାଶ ମାର୍ଗ ବନ୍ଦ ପରେ ଫେରିଆସିଲା ବିମାନ ; ଫସିରହିଛନ୍ତି ଭାରତୀୟ

ନୂଆଦିଲ୍ଲୀ : ଆରମ୍ଭ ହୋଇ ସାରିଛି ରୁଷ –ୟୁକ୍ରେନ ମଧ୍ୟରେ ଯୁଦ୍ଧ। ରୁଷ ଆକ୍ରମଣ ପରେ ୟୁକ୍ରେନ ବେସାମରିକ ବିମାନ ଚଳାଚଳ ପାଇଁ ଆକାଶ ମାର୍ଗ ବନ୍ଦ କରିଦେବା ପରେ ଫେରିସାରିଛି ଏୟାର ଇଣ୍ଡିଆର ବିମାନ। ଭାରତୀୟ…
Read More...

ବାୟୁସୀମାରେ ଉଡାଣ ବାତିଲ କଲେ ୟୁକ୍ରେନ ସରକାର

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଧିରେ ଧିରେ ପରିସ୍ଥିତି ଜଟିଳତା ଆଡକୁ ଗତି କରୁଛି।  ଏହାକୁ ନେଇ ବାୟୁସୀମାରେ ଉଡାଣ ବାତିଲ କଲେ ୟୁକ୍ରେନ ସରକାର । ସମସ୍ତ ବେସାମରିକ ବିମାନ ଉଡାଣ ଉପରେ ରୋକ୍‍ ଲଗାଗଲା। ଫଳରେ…
Read More...

ଯୁଦ୍ଧ ଘୋଷଣା କଲେ ପୁଟିନ୍‍

ନୂଆଦିଲ୍ଲୀ: ୟୁକ୍ରେନ୍‍ ବିରୋଧରେ ଯୁଦ୍ଧ ଘୋଷଣା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‍ । ପୁଟିନ୍‍ ୟୁକ୍ରେନରେ ସାମରିକ ଅପରେସନ ଘୋଷଣା କରିଛନ୍ତି । ପୁଟିନ ୟୁକ୍ରେନ ସେନାକୁ ଅସ୍ତ୍ରଶସ୍ତ୍ର ରଖିବାକୁ କହିଛନ୍ତି । ପୁଟିନ…
Read More...

ଯୁଦ୍ଧ ମୁହାଁ ବିଶ୍ୱ – ୟୁକ୍ରେନକୁ ତିନି ପଟୁ ଘେରିଲେ ରୁଷ ସେନା

ଦ୍ଭକିଭ୍‍: ବୁଧବାର ରୁଷ ସୈନ୍ୟମାନେ ୟୁକ୍ରେନ ସୀମାରେ ପହଞ୍ଚିବା ସହିତ ଦେଶକୁ ତିନିପଟରୁ ଘେରି ରହିଛନ୍ତି। ଏଥିସହିତ ପୁଟିନଙ୍କ ଦ୍ବାରା ସ୍ବାଧୀନ ଘୋଷିତ ୟୁକ୍ରେନର ଡନେସ୍କ ଏବଂ ଲୁହାନସ୍କରେ ରୁଷ ସେନା ପ୍ରବେଶ…
Read More...

ଘନଉଛି ଯୁଦ୍ଧ ଆଶଙ୍କା, ୟୁକ୍ରେନରୁ ଫେରିବେ ଭାରତୀୟ ନାଗରିକ

ନୂଆଦିଲ୍ଲୀ: ୟୁକେନ୍ର ଓ ଋଷ ମଧ୍ୟରେ ଚାଲିଥିବା ବିବାଧ ବର୍ତ୍ତମାନ ଆହୁରି ବଢ଼ିବାରେ ଲାଗିଛି । ଏହି ସମୟ ମଧ୍ୟରେ ଭାରତ ସରକାର ଏକ ପଦକ୍ଷେପ ନେଇଛନ୍ତି । ଆଜିଠାରୁ ଭାରତ-ୟୁକ୍ରେନ ମଧ୍ୟରେ ତିନୋଟି ବିମାନ ଚଳାଚଳ…
Read More...

ବଢ଼ୁଛି ଯୁଦ୍ଧ ଆଶଙ୍କା, ୟୁକ୍ରେନକୁ ସେନା ପଠାଇଲା ଋଷ

ନୂଆଦିଲ୍ଲୀ: ବଢ଼ୁଛି ଯୁଦ୍ଧ ଆଶଙ୍କା, ୟୁକ୍ରେନକୁ ସେନା ପଠାଇଲା ଋଷ । ୟୁକ୍ରେନ ଓ ଋଷ ମଧ୍ୟରେ ଧୀରେ ଧୀରେ ତିକ୍ତତା ବଢ଼ିବାରେ ଲାଗିଛି । ଏହି ସମୟ​‌ରେ ୟୁକ୍ରେନର ଦୁଇଟି ଅଞ୍ଚଳ ତଥା ଡୋନେସ୍କ ଓ ଲୁଗନସ୍କକୁ…
Read More...

ଯୁଦ୍ଧ-ପୁଟିନ୍‌ଙ୍କୁ ବାଇଡେନଙ୍କ ଚେତାବନୀ :ରୁଷକୁ ଭାରି ମୂଲ୍ୟ ଦେବାକୁ ପଡ଼ିବ

କିବ୍‌(ୟୁକ୍ରେନ୍‌), : ୟୁକ୍ରେନ ସଙ୍କଟ ନେଇ ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ରୁଷ୍‌ ସମକକ୍ଷ ଭ୍ଳାଦିମର ପୁଟିନ୍‌ଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଫୋନରେ ବାର୍ତ୍ତାଳାପ ହୋଇଛି। ଆଲୋଚନା…
Read More...

ନିଜସ୍ବ ନାଗରିକଙ୍କୁ ବାଇଡେନଙ୍କ ଚେତାବନୀ, ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ

କିବ୍‌(ୟୁକ୍ରେନ୍‌): ଆମେ ବିଶ୍ବର ସର୍ବଶ୍ରେଷ୍ଠ ସେନା ସହ ମୁହାଁମୁହିଁ ଯୁଦ୍ଧ କରିବା ଅବସ୍ଥାରେ ପହଞ୍ଚି ଯାଇଛୁ। ଏହା ୩ୟ ବିଶ୍ବଯୁଦ୍ଧର ରୂପ ନେଇପାରେ। କାରଣ ଆମ ନେତୃତ୍ବାଧୀନ ‘ନାଟୋ’ ସେନା ପଛକୁ ହଟିବାର ପ୍ରଶ୍ନ…
Read More...

ନାଟୋ-ରୁଷ୍‌ ସେନା ମୁହାଁମୁହିଁ

କିବ୍‌(ୟୁକ୍ରେନ୍‌): ପୂର୍ବ ୟୁରୋପର କ୍ଷୁଦ୍ର ଦେଶ ୟୁକ୍ରେନ ଏବେ ରଣ କ୍ଷେତ୍ର ପାଲଟିବାକୁ ଯାଉଛି। ଦେଶର ସୀମା ନିକଟରେ ରୁଷ୍‌ ଏକ ଲକ୍ଷରୁ ଊର୍ଦ୍ଧ୍ବ ସୈନ୍ୟ ଠୁଳ କରିଛି। ଜବାବ୍‌ରେ ଆମେରିକା ନେତୃତ୍ବାଧୀନ ‘ନାଟୋ’…
Read More...