www.samajalive.in
Saturday, December 6, 2025
26.1 C
Bhubaneswar

ରୁଷ-ୟୁକ୍ରେନ ଯୁଦ୍ଧ ; ୭ମୃତ – ୟୁକ୍ରେନ

ନୂଆଦିଲ୍ଲୀ : ଆରମ୍ଭ ହୋଇ ସାରିଛି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷ ଆକ୍ରମଣରେ ୟୁକ୍ରେନରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ମୃତାହତ ନେଇ ୟୁକ୍ରେନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏହାସହ ୟୁକ୍ରେନର ଏକାଧିକ ସହର ଉପରେ ମିଶାଇଲ ଆକ୍ରମଣ ମଧ୍ୟ ହୋଇଛି।
ଏହାସହ ୟୁକ୍ରେନ ସୀମା ଭିତରେ ରୁଷୀୟ ସ୍ଥଳସେନା ପ୍ରବେଶ କରି ଦୁଇଟି ସହରକୁ ଅଧିକୃତ କରିଛନ୍ତି। ଟ୍ୟାଙ୍କ ଓ ଯୁଦ୍ଧାସ୍ତ୍ର ସହ ପ୍ରବେଶ ନେଇ ୟୁକ୍ରେନ ସୀମା ସୁରକ୍ଷାବାହିନୀ ସ୍ୱୀକାର କରିଛନ୍ତି। ସୀମାନ୍ତ ଲୁହାଂସ୍କର ଦୁଇଟି ସହର ଅଧିକୃତକୁ ନେଇଥିବା ରୁଷ ପକ୍ଷରୁ ଦାବି କରାଯାଇଛି।
ରୁଷ ରାଷ୍ଟ୍ରପତି ପୁଟିନ୍ ଆକ୍ରମଣ ପାଇଁ ଅନୁମତି ଦେବା ପରେ, ରୁଷ ୟୁକ୍ରେନ ଉପରେ ଦ୍ରୁତ ମିଶାଇଲ ଆକ୍ରମଣ କରିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories