Patra electronics
Browsing Tag

Ratha Yatra

ରଥ ଉପରେ ମୋବାଇଲ ଫୋନ ବ୍ୟବହାରକାରୀ ସେବକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ପୁରୀ: ରଥ ଉପରେ ମୋବାଇଲ ଫୋନ ବ୍ୟବହାର କରିଥିବା ସେବକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କିଛି ସେବକଙ୍କୁ ଚିହ୍ନଟ କରିଛି। ସେମାନଙ୍କ ବିରୋଧରେ ଖୁବଶୀଘ୍ର ସିଂହଦ୍ୱାର ଥାନାରେ…
Read More...

ରଥରେ ଚଢିଲେ ଅଣସେବାୟତ: ସିଂହଦ୍ୱାର ଥାନାରେ ଏତଲା, ହୋଇପାରେ କାର୍ଯ୍ୟାନୁଷ୍ଠାନ

ସମାଜ ଡିଜିଟାଲ ଡେସ୍କ: ରଥରେ ସେବାୟତ ବେଶରେ ଚଢିଥିଲେ ଅଣସେବାୟତ । ସେବାୟତ ବେଶରେ ରଥରେ ଚଢିଥିବାରୁ ଦୁଇ ଜଣଙ୍କ ନାଁରେ ଏତଲା ହୋଇଛି । ତାଳଧ୍ୱଜ ରଥରେ ଇଫକୋ ଅଧିକାରୀ ପ୍ରସନ୍ନ ବେଉରା ଓ ନନ୍ଦିଘୋଷ ରଥରେ ଦିଲ୍ଲୀ…
Read More...

ପହଣ୍ଡିରେ ଝୁଲି ଝୁଲି ଯାଉଛନ୍ତି କାଳିଆ ସାଆନ୍ତ

ସମାଜ ଡିଜିଟାଲ ଡେସ୍କ: ଆଗେ ଗଲେ ବଡ ଭାଇ, ପରେ ସୁନା ନାକି ଭଉଣୀ, ଶେଷରେ ଝୁଲି ଝୁଲି ଯାଉଛନ୍ତି କାଳିଆ ସାଆନ୍ତ । ଘଣ୍ଟଘଣ୍ଟା ବାଦ୍ୟରେ ନନ୍ଦିଘୋଷ ରଥକୁ ଯାଉଛନ୍ତି କାଳିଆ ଠାକୁର । ଆଢପ ମଣ୍ଡପରେ ଲୀଳାଖେଳା ସାରି ଭାଇ…
Read More...

ପଡିଗଲେ ବଡଠାକୁର: ଏହା ଏକ ଅକ୍ଷମଣୀୟ ତ୍ରୁଟି-ବିଜେଡି

ଭୁବନେଶ୍ୱର: ଆଡପ ମଣ୍ଡପ ବିଜେ ବେଳେ ବଡଠାକୁର ଶ୍ରୀବଳଭଦ୍ର ପଡିଯିବା ଘଟଣାରେ ବିଜେଡି ପ୍ରତିିକ୍ରିୟା ରଖିଛି । ଏହା ଏକ ଅକ୍ଷମଣୀୟ ତ୍ରୁଟି ବୋଲି କହିଛି ବିଜେଡି । ଭୁବନେଶ୍ୱର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ…
Read More...

ସମୁଦ୍ର କୂଳରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ରବିବାର ରଥଯାତ୍ରା ଦେଖିବା ପରେ ପୁରୀ ରାଜଭବନରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ସକାଳୁ ସମୁଦ୍ର କୂଳରେ ସେ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା…
Read More...

ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ: ଅଧାବାଟରେ ଅଟକିଛି ୩ ରଥ, ଆଜି ପୁଣି ରଥଟଣା

ପୁରୀ : ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଛି। ବିରଳ ଘଟଣାରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର…
Read More...

ସଜେଇ ହେଉଛି ଶ୍ରୀକ୍ଷେତ୍ର: ଆଜି ଆଜ୍ଞାମାଳ ବିଜେ, ସିଂହଦ୍ବାର ଆସିବ ତିନିରଥ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ତିନିରଥ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯିବ। ଶନିବାର ପଟ୍ଟିଦିଅଁଙ୍କ ସକାଳ ଧୂପ ଶେଷ…
Read More...

ବଡ଼ଶଙ୍ଖରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ହେବନି ସ୍ଥାୟୀ ନିର୍ମାଣ, ରଥଯାତ୍ରାରେ ପଡିପାରିବନି ବ୍ୟବସାୟିକ ଷ୍ଟଲ୍

କଟକ : ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ବରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରି କି ବ୍ୟାବସାୟିକ ଉଦେଶ୍ୟରେ କୌଣସି ଅସ୍ଥାୟୀ ନିର୍ମାଣ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ…
Read More...

ରଥଯାତ୍ରା ପ୍ରସ୍ତୁତି: ପୁରୀକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଖୋଲିବ ଆଶୁଚିକିତ୍ସା କେନ୍ଦ୍ର

ପୁରୀ : ଘୋଷଯାତ୍ରା ସମୟରେ ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସେଠାରେ ଜଣେ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଏବଂ ପର୍ଯ୍ୟାପ୍ତ ପରିମାଣର…
Read More...

ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ପୁରୀରେ ଚାଲିଛି ପ୍ରସ୍ତୁତି। ଆଜି ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ପୌର ସଦନରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର…
Read More...