Browsing Tag

international news

ଇରାନରେ ଭୂକମ୍ପ: ୪ ମୃତ, ୧୨୦ ଆହତ

କଶମାର: ଇରାନର ଉତ୍ତର-ପୂର୍ବ କଶମାରରେ ମଙ୍ଗଳବାର ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨୦ ଜଣ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରେକର୍ଡ଼ କରାଯାଇଛି। କଶମାରର ରାଜ୍ୟପାଳ…
Read More...

ମାଂସଭକ୍ଷୀ ଜୀବାଣୁ ଠାବ, ୨ ଦିନରେ ମୃତ୍ୟୁ

ଟୋକିଓ: ଜାପାନରେ ଏକ ବିରଳ ମାଂସଭକ୍ଷୀ ଜୀବାଣୁ ଠାବ କରାଯାଇଛି। ଏହା ସଂକ୍ରମଣ ହେବାର ଦୁଇଦିନ ମଧ୍ୟରେ ସଂକ୍ରମିତଙ୍କର ମୃତ୍ୟୁ ଘଟୁଥିବା କୁହାଯାଉଛି। କୋଭିଡ-୧୯ ମହାମାରୀରୁ ବିଶ୍ବ ମୁକୁଳୁଥିବାବେଳେ ଜାପାନରେ ଏବେ…
Read More...

ପ୍ରତି ୧୯ ମାସରେ ୧ ବର୍ଷ ବଢ଼ୁଛି ଏହି ବ୍ୟକ୍ତିଙ୍କ ବୟସ

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ପଢ଼଼ି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ। ଏହି ବ୍ୟକ୍ତି ହେଉଛନ୍ତି ପ୍ରୋଜେକ୍ଟ ବ୍ଲୁପ୍ରିଣ୍ଟ ମାଷ୍ଟରମାଇଣ୍ଡ ତଥା ଉଦ୍ୟୋଗବିତ୍‌‌ ବ୍ରାଏନ ଜନସନ। ମଣିଷର ବୟସ କିପରି ହ୍ରାସ ପାଇ…
Read More...

ଶୁକ୍ରବାର ସାମ୍ନାସାମ୍ନି ହେବେ ମୋଦୀ-ଟ୍ରୁଡୋ

ସମାଜ ଡିଜିଟାଲ ଡେସ୍କ: ଜୁନ ୧୪ରୁ ଆରମ୍ଭ ହେବ ଜି-୭ ଶିଖର ସମ୍ମିଳନୀ। ଏଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିଲାଗି ଗୁରୁବାର ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତ କରିବେ। ତେବେ ଏହି ସମ୍ମିଳନୀରେ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲା ଚୀନ୍‌, କହିଲା- ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛୁ

ନୂଆଦିଲ୍ଲୀ: ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରଙ୍କ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୁଧବାର ଶୁଭେଚ୍ଛା ଜଣାଇଛି ଚୀନ୍‌। ଅଭିନନ୍ଦନ ଜଣାଇ ଚୀନ୍‌ କହିଛି ଯେ, ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରିକ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମାଳଦ୍ଵୀପ ରାଷ୍ଟ୍ରପତି, କହିଲେ- ଏକାଠି କାମ କରିବା..

ନୂଆଦିଲ୍ଲୀ: ମାଳଦ୍ଵୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ୨୦୨୪ ସାଧାରଣ ନିର୍ବାଚନରେ ଏନଡିଏର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମାଳଦ୍ୱୀପ ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମରେ ଏକ…
Read More...

ଭାରତ-ଚୀନ୍‌ ବଳ କଷାକଷି, ଡ୍ରାଗନ୍ ସେନାକୁ ନାକେଦମ୍‌ କଲେ ‘ଦେଶୀ ବୀର’: ଭିଡିଓ ଭାଇରାଲ୍‌

ଖାର୍ତୁମ: ସୁଡାନରେ ମିଳିତ ଜାତିସଂଘର ଶାନ୍ତି ମିଶନର ଏକ ଅଂଶ ଭାବରେ ଭାରତୀୟ ଯବାନମାନେ ଚୀନ୍ ସୈନିକଙ୍କ ବିରୋଧରେ ଏକ ରଶି ଭିଡ଼ା ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି। ସେନା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି।…
Read More...

ଧୋକା ଦେଲା ଚୀନ୍‌, ବୁଦ୍ଧି ଶିଖିଲା ମାଳଦ୍ଵୀପ

ସମାଜ ଡିଜିଟାଲ ଡେସ୍କ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଚୀନ୍‌ଠାରୁ ବଡ଼ ଝଟ୍‌କା ଲାଗିଛି। ନିଜକୁ ବନ୍ଧୁ ବୋଲି କହୁଥିବା ଚୀନ୍ ସ୍ପଷ୍ଟ କରିଛି ଯେ, ମାଳଦ୍ୱୀପର ଋଣ ଛାଡ଼ କରିବା ନେଇ ତା’ର କୌଣସି ଯୋଜନା…
Read More...

ସୂର୍ଯ୍ୟରେ ସବୁଠୁ ବଡ଼ ବିସ୍ଫୋରଣ! ପୃଥିବୀ ପାଇଁ ରହିଛି ଏହି ବିପଦ

ସମାଜ ଡିଜିଟାଲ ଡେସ୍କ: ଏମିତି ଲାଗୁଛି ଯେପରି ସୂର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ଗତିବିଧି ଚରମ ସୀମାରେ ପହଞ୍ଚିଛି। ଗତ ମଙ୍ଗଳବାର ସୂର୍ଯ୍ୟଙ୍କଠାରୁ ଶକ୍ତିସମ୍ପନ୍ନ କଣିକାରେ ପରିପୂର୍ଣ୍ଣ ଆଉ ଏକ ଶକ୍ତିଶାଳୀ ଝଡ଼…
Read More...

ଆମେରିକୀୟ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ: ‘ଗାଜାରେ ପରମାଣୁ ବୋମା ପକାଇବାକୁ ଇସ୍ରାଏଲକୁ ଅନୁମତି ମିଳିବା ଉଚିତ’

ନ୍ୟୁୟର୍କ: ଆମେରିକାର ଜଣେ ସାଂସଦ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। ଗାଜାରେ ପରମାଣୁ ବୋମା ପକାଇବାକୁ ଇସ୍ରାଏଲକୁ ଅନୁମତି ଦିଆଯିବା ଦରକାର ବୋଲି ରିପବ୍ଲିକାନ୍‌ ପାର୍ଟି ସାଂସଦ ଲିଣ୍ଡେସେ…
Read More...