Browsing Tag

international news

ଆଫଗାନିସ୍ତାନରେ ଭୂକମ୍ପ, ଥରିଲା ଦିଲ୍ଲୀ

ସମାଜ ଡିଜିଟାଲ ଡେସ୍କ: ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ପ୍ରଭାବ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ଼ ହୋଇଛି। ଏହି ଭୂମିକମ୍ପ…
Read More...

ଶେୟାର ବଜାରରୁ ରାହୁଲ ଗାନ୍ଧୀଙ୍କୁ ଜବରଦସ୍ତ ଲାଭ, ୫ ମାସରେ ୪୬.୪୯ ଲକ୍ଷ!

ନୂଆଦିଲ୍ଲୀ: ହିଣ୍ଡନବର୍ଗ ରିପୋର୍ଟକୁ ନେଇ ସରକାର ଓ ସେବିକୁ ଘେରିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଶେୟାର ବଜାରରୁ ବେଶ୍‌ ଭଲ ଲାଭ କରିଛନ୍ତି। ତଥ୍ୟ ଅନୁଯାୟୀ, ଶେୟାର ବଜାରରେ ପୁଞ୍ଜି ନିବେଶରୁ ରାହୁଲଙ୍କୁ ଗତ…
Read More...

ମ୍ୟାଁମାରରୁ ପଳାୟନ କରୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ଡ୍ରୋନ୍ ଆକ୍ରମଣ; ୨୦୦ରୁ ଊର୍ଦ୍ଧ୍ବ ମୃତ

ସମାଜ ଡିଜିଟାଲ ଡେସ୍କ: ମ୍ୟାଁମାରରୁ ମୁସଲିମ ରୋହିଙ୍ଗ୍ୟାଙ୍କ ବିଷୟରେ ବିଚଳିତ କଲା ଭଳି ଖବର ସାମ୍ନାକୁ ଆସିଛି। ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିବା ରୋହିଙ୍ଗ୍ୟାମାନଙ୍କ ଉପରେ ତୋପ ଓ ଡ୍ରୋନ୍ ଦ୍ବାରା ଆକ୍ରମଣ…
Read More...

ଘନଉଛି ମ୍ୟାଁମାର ବିଭାଜନ ଆଶଙ୍କା, ବଡ଼ ଅଞ୍ଚଳକୁ କବ୍‌ଜା କଲେ ବିଦ୍ରୋହୀ ସଂଗଠନ

ନୂଆଦିଲ୍ଲୀ: ବିଶ୍ଵର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସମୟରେ ଯୁଦ୍ଧ ତଥା ଅଶାନ୍ତି ଲାଗି ରହିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ହେଉ କିମ୍ବା ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ହେଉ, ବିଶ୍ୱବ୍ୟାପୀ ଉତ୍ତେଜନା ଲଗାତର ବୃଦ୍ଧି…
Read More...

ବିଗୁଡ଼ୁଛି ଆମେରିକାର ଅର୍ଥନୀତି, ସୁଧ ଦେଇ ଦେଇ ସରକାର ବେହାଲ୍

ସମାଜ ଡିଜିଟାଲ ଡେସ୍କ: ବିଶ୍ୱର ବୃହତ୍ତମ ତଥା ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶ ଆମେରିକାର ଋଣ ଭାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ସରକାରଙ୍କ ଋଣ ବର୍ତ୍ତମାନ ୩୫ ଟ୍ରିଲିୟନ ଡଲାରରୁ ମାତ୍ର…
Read More...

ମହାକାଶରେ ଫସିଥିବା ସୁନୀତା ଓ୍ବିଲିୟମ୍ସଙ୍କୁ ନେଇ ଆସିଲା ଭଲ ଖବର, ଫେରିବା ନେଇ ବଡ଼ ସୂଚନା ଦେଲା ନାସା

ସମାଜ ଡିଜିଟାଲ ଡେସ୍କ: ନାସାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରୀ ୱିଲମୋର ପ୍ରାୟ ଦେଢ ମାସ ଧରି ମହାକାଶରେ ଅଟକି ରହିଛନ୍ତି। ବୋଇଙ୍ଗ୍‌ ଷ୍ଟାରଲାଇନରରେ ତ୍ରୁଟି ଯୋଗୁ ଉଭୟ ମହାକାଶଚାରୀ…
Read More...

ଅଷ୍ଟ୍ରିଆରେ ଗୁଞ୍ଜରିତ ହେଲା ‘ବନ୍ଦେ ମାତରଂ’, ୪ ଦଶନ୍ଧି ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କଲେ ମୋଦୀ

ସମାଜ ଡିଜିଟାଲ ଡେସ୍କ: ଦୁଇ ଦିନିଆ ରୁଷ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦିବସୀୟ ଅଷ୍ଟ୍ରିଆ ଗସ୍ତରେ ଯାଇଛନ୍ତି। ବୁଧବାର ମୋଦୀ ଅଷ୍ଟ୍ରିଆରେ ପହଞ୍ଚିବା ପରେ ବିମାନବନ୍ଦରରେ ଅଷ୍ଟ୍ରିଆ ବୈଦେଶିକ ମନ୍ତ୍ରୀ…
Read More...

ଗାଜାର ସ୍କୁଲ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌: ୧୬ ମୃତ, ୭୫ରୁ ଊର୍ଦ୍ଧ୍ବ ଆହତ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ସେନା ଶନିବାର ଗାଜାର ଏକ ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ସ୍କୁଲ…
Read More...

ବିନା କାମରେ ୨୦ ବର୍ଷ ଦରମା ପାଇଲେ କର୍ମଚାରୀ, ତା’ ପରେ ବି କମ୍ପାନୀକୁ କୋର୍ଟକୁ ଟାଣିଲେ; ଜାଣନ୍ତୁ କାରଣ…

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ଏଭଳି ଏକ ଅଜବ ଘଟଣା ଘଟିଛି ଫ୍ରାନ୍ସରେ। ଜଣେ ମହିଳା କର୍ମଚାରୀ ଅରେଞ୍ଜ ଟେଲିକମ କମ୍ପାନୀ ନାମରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।…
Read More...

କୁଏତ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୧୨.୫ ଲକ୍ଷ ଟଙ୍କା ଲେଖାଏଁ ଦେବେ କୁଏତ ସରକାର

କୁଏତ ସିଟି: ଦକ୍ଷିଣ ଅହମଦୀ ପ୍ରଦେଶ ଅନ୍ତର୍ଗତ ମନ୍‌ଗଫ୍‌ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୫,୦୦୦ ଆମେରିକୀୟ ଡଲାର(୧୨.୫ ଲକ୍ଷ ଟଙ୍କା)ର କ୍ଷତିପୂରଣ ଦେବେ କୁଏତ ସରକାର। ଏହି…
Read More...