Browsing Tag

international news

ରୁସ୍‌ରେ ପୁଣି ଲକ୍‌ଡାଉନ୍‌

ମସ୍କୋ: ରୁସ୍‌ରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଔଷଧ ଓ କିଛି ଜରୁରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି।…
Read More...

ରୁଷ୍‌ରେ ୨୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ୧୬ ମୃତ

ମସ୍କୋ: କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ରବିବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ମସ୍କୋ ସମୟାନୁସାରେ ସକାଳ ପ୍ରାୟ ୯ଟା ୨୩ ମିନିଟରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା…
Read More...

ଜଳୁଛି ଗ୍ରୀସ୍‌: ୫ ଦିନ ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ବାହାରେ, ସମୁଦ୍ର କୂଳ ଯାଏ ମାଡ଼ିଲାଣି ନିଆଁ

ଆଥେନ୍ସ: ୟୁରୋପୀୟ ଦେଶ ଗ୍ରୀସର ଜଙ୍ଗଲରେ ଲାଗିଥିବା ନିଆଁକୁ ପଞ୍ଚମ ଦିନରେ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିନାହିଁ। ନିଆଁର ପ୍ରକୋପ କମିବା ପରିବର୍ତ୍ତେ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଆଖପାଖ…
Read More...

କନ୍ଦାହାର ବିମାନବନ୍ଦର ଉପରେ ରକେଟ୍ ମାଡ; ସମସ୍ତ ଉଡ଼ାଣ ରଦ୍ଦ

କାବୁଲ: ଆଫଗାନିସ୍ତାନର କନ୍ଦାହାର ବିମାନବନ୍ଦରରେ ରକେଟ୍ ମାଡ ହୋଇଛି। ବିମାନବନ୍ଦରରେ ଲଗାତାର ୩ଟି ରକେଟ୍‌ ମାଡ କରାଯାଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଦୁଇଟି ରନୱେରେ ମାଡ ହୋଇଛି। ଏହାପରେ ବିମାନବନ୍ଦରରୁ ସମସ୍ତ…
Read More...

ଟୋକିଓ ଅଲିମ୍ପିକ୍ସ: ମହିଳା ହକିରେ ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ୯ମ ଦିନରେ ପୁଣି ଚମକିଲା ଭାରତ। ଶନିବାର ମହିଳା ହକିରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି ଭାରତୀୟ ଦଳ। କଡ଼ା ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ।…
Read More...

ଚୀନରେ ତାଣ୍ଡବ ରଚିଲା ବନ୍ୟା: ୩୩ ମୃତ, ଜଳ ନିଷ୍କାସନ ପାଇଁ ଡ୍ୟାମ୍‌ ଭାଙ୍ଗିଲା ଚୀନ ସେନା

ବେଜିଂ: ଚୀନରେ ପ୍ରବଳ ବର୍ଷା ଯୋଗୁଁ ହେନାନ ପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି…
Read More...

୧୫୦୦ରୁ ଊର୍ଦ୍ଧ୍ବ ପରିତ୍ୟକ୍ତ ମାସ୍କରେ ବିବାହ ଗାଉନ୍‌ ତିଆରି କଲେ ଡିଜାଇନର୍

ଲଣ୍ଡନ: ଏହି ମହାମାରୀ କାଳରେ ମାସ୍କ ଓ ସାନିଟାଇଜର ଆମ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ମାସ୍କ ଫିଙ୍ଗାଯାଉଛି। ତେବେ ଏହି ପରିତ୍ୟକ୍ତ ଫେସ୍‌ ମାସ୍କରୁ ଏକ ସୁନ୍ଦର ବିବାହ ଗାଉନ୍‌ ତିଆରି…
Read More...