Browsing Tag

haravanga news odia news odisha news

ଶ୍ରାବଣରେ ନିଅଣ୍ଟିଆ ବର୍ଷା; ଶୁଖିଲା ପଡିଛି କେନାଲ ,ଚିନ୍ତାରେ ଚାଷୀ 

ହରଭଙ୍ଗା : ଚଳିତବର୍ଷ ବର୍ଷାଦିନ ଆରମ୍ଭରୁ ବର୍ଷା ବଦଳରେ ଟାଣ ଖରା ଚାଷୀଙ୍କ ନିଦ ହଜାଇଲାଣି। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ  ପାଣିକୁ ଚାତକ ଭଳି ଚାହିଁ ରହିଛି। ଅନ୍ୟପଟେ ଚାଷୀଙ୍କ ଚାଷ ପାଇଁ ଉର୍ଦ୍ଦିଷ୍ଟ କ୍ଷୁଦ୍ର…
Read More...

କୂଅରୁ ଭାଲୁ ଉଦ୍ଧାର

ହରଭଙ୍ଗା : କୂଅରୁ ଉଦ୍ଧାର ହେଲା ଜଙ୍ଗଲି ଭାଲୁ। ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଧଲପୁର ପଂଚାୟତର ବେଲପଦର ଗ୍ରାମର କୃଷ୍ଣ ମହାକୁଡ଼ଙ୍କ କୂଅରେ ଗତରାତିରେ ଏକ ଜଙ୍ଗଲି ଭାଲୁ ପଡିଯାଇଥିଲା । ଆଜି…
Read More...

ଦେଶୀ ମହୁଲି ମଦ ଜବତ, ଜଣେ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲୋକପଡା ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ପ୍ରତିମା ବେହେରାଙ୍କ ଠାରୁ ୧୦ଲିଟର ମହୁଲି ମଦ ଜବତ ସହ ତାଙ୍କୁ ଗିରଫ କରିଛି ।  ଦ୍ୱିତୀୟ ଦଫାରେ ମାଧପୁର ଜଙ୍ଗଲରେ…
Read More...

ଚାରିଛକ ବଣିକ ସଂଘ ପକ୍ଷରୁ ବିଜୟ କୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହରଭଙ୍ଗା : ଜଗନ୍ନାଥ ଭକ୍ତ ବିଜୟ କୁମାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସୁଦୁର ରାଜସ୍ଥାନରୁ ପୁରୀକୁ ରାଜରାସ୍ତାରେ ଦଣ୍ଡ ମାରି ଯାତ୍ରା କରୁଛନ୍ତି।ବିଜୟ କୁମାର ଚାରିଛକରେ ପହଂଚିି ସାରିଛନ୍ତି। ଚାରିଛକରେ…
Read More...

ପୋଲରେ ଧକ୍କା ହେଲା କାର, ଅଳ୍ପକେ ବର୍ତିଲେ

ହରଭଙ୍ଗା : ବୌଦ୍ଧ -ଧଳପୁର ଜଗନ୍ନାଥ ସଡ଼କର ପ୍ରଗଲପୁର ତସଲା ପଡିଆ ନିକଟରେ ରବିବାର ସକାଳୁ ସକାଳୁ ଏକ କାର ପୋଲ ବାଡାରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ ଥିବା ୪ଜଣ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି…
Read More...

ପାନୀୟଜଳ ଯୋଗାଣ ପ୍ରକଳ୍ପ ବାଟବଣା ; ଆବଶ୍ୟକ ଅନୁସାରେ ମିଳୁନି ପାଣି

ହରଭଙ୍ଗା : ଦିନକୁ ଦିନ ଖରାର ପ୍ରକୋପ ଯେତିକି ମାତ୍ରାରେ ବଢୁଛି ,ତାଠାରୁ ଅଧିକ ପରିମାଣରେ ସବୁ ସ୍ଥାନରେ ପାଣି ସମସ୍ୟା ମୁଣ୍ଡ ଟେକୁଛି। ପିଇବା ପାଣି ଟୋପାଏ ପାଇଁ ନଳକୂଅ ଠାରୁ ଆରମ୍ଭ କରି କୂଅ ଚାରିପାଖରେ ଲୋକେ ସକାଳ…
Read More...

୧୩ ମାସ ହେଲା ଭତା ପାଇବାରୁ ବଞ୍ଚିତ ଭିନ୍ନକ୍ଷମ ହିତାଧିକାରୀ

ହରଭଙ୍ଗା : ସରକାର ଦୁର୍ନୀତି ଏବଂ ଆର୍ଥୀକ ଅନିୟମିତତାରେ ସୁଧାର ଆଣିବା ପାଇଁ ସିଧାସଳଖ ସବୁ ହିତାଧିକାରୀଙ୍କ ଜମାଖାତା ଜରିଆରେ ଭତା ଟଙ୍କା ପ୍ରଦାନ ପାଇଁ ନୂଆ ନିୟମ ପ୍ରଚଳନ କରିଛନ୍ତି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା…
Read More...

ବସ ଓ ପିକଅପ ମୁହାଁମୁହିଁ ଧକ୍କା ;୧ ଗୁରୁତର, ୪ ଆହତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ବସ-ପିକଅପ ମୁହାଁମୁହିଁ ଧକ୍କା ହୋଇ ଜଣେ ଗୁରୁତର ଓ ୪ ଆହତ ହୋଇଛନ୍ତି। ଅଳ୍ପକେ ଯାଇଛନ୍ତି ଵସରେ ଥିବା ୪୦ ଜଣ ଯାତ୍ରୀ । ସମସ୍ତ ଆହତଙ୍କୁ…
Read More...

ସରକାରଙ୍କ ଆମ୍ଲାନ ଯୋଜନା ବାଟବଣା ; ରାସ୍ତାରେ ପଡିଛି ଆଇରନ ବଟିକା

ହରଭଙ୍ଗା : ସ୍କୁଲ ପିଲାଙ୍କଠାରେ ଲୌହ ଭଳି (ଆଇରନ) ପରିମାଣ କମକୁ ଦୃଷ୍ଟିରେ ରଖି ସରକାର ଅମ୍ଲାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୧ ବର୍ଷଠାରୁ ୧୯ବର୍ଷ ପର୍ଯ୍ୟନ୍ତ ସ୍କୁଲ ପଢା ଛାତ୍ରଛାତ୍ରୀଙ୍କ ପାଇଁ…
Read More...

ଅନ୍ତଃରାଷ୍ଟ୍ରୀୟ ମିଲେଟ ବର୍ଷ- ୨୦୨୩ ପାଳନ

ହରଭଙ୍ଗା : ହରଭଙ୍ଗା ବ୍ଳକରେ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନର ମିଳିତ ପ୍ରୟାସରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ୟ୍ୟାଳୟ ଠାରେ ଅନ୍ତଃରାଷ୍ଟ୍ରୀୟ ମିଲେଟ ବର୍ଷ ୨୦୨୩ ପାଳନ କାର୍ୟ୍ୟକ୍ରମ ଅନୁଷ୍ଠିତ…
Read More...