Browsing Tag

haravanga news odia news odisha news

ଲୁଣିବାହାଲ ପଂଚାୟତରେ ମନରେଗା ଦୁର୍ନୀତି ପ୍ରସଙ୍ଗ ; ବୈଷୟିକ ଟିମର ତଦନ୍ତ ଆରମ୍ଭ

ହରଭଙ୍ଗା : ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ବୁଧୁବାର ୪ଜଣିଆ ଟେକ୍ନିକାଲ (ବୈଷୟିକ) ଟିମ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପରିଷଦ ଡେପୁଟି କାର୍ଯ୍ୟନିବାହୀ ଅଧିକାରୀ…
Read More...

ରଥନିର୍ମାଣ ପାଇଁ ପୁରୀ ଗଲା ୧୭୭ଖଣ୍ଡ ଅସନ କାଠ

ହରଭଙ୍ଗା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ  ହରଭଙ୍ଗା ବ୍ଲକ ମାଧପୁର ଫରେଷ୍ଟ ରେଞ୍ଜର ଆଡେଣିଗଡ ଅଂଚଳରୁ ରଥକାଠ ପୁରୀ ଅଭିମୁଖେ ଯାତ୍ରା କରିଛି। ଚାରିଛକରେ ବଜାର କମିଟି ପକ୍ଷରୁ ରଥକାଠ ଗାଡିକୁ…
Read More...

୪୦ଲିଟର ଦେଶୀ ମହୁଲିମଦ ଜବତ ,ଜଣେ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକର ପୃଥକ ପୃଥକ ଦୁଇଟି ସ୍ଥାନରେ ବୁଧବାର ଅବକାରୀ ବିଭାଗ ଚଢଉକରି ୪୦ଲିଟର ଦେଶୀ ମହୁଲି ମଦ ସହ ୮କ୍ୱିଂଟାଲ ମହୁଲ ପୋଚ ନଷ୍ଟ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।…
Read More...

୧୭ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ନଳକୂପ

ହରଭଙ୍ଗା : ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ପିଇବା ପାଣି ଦିଗରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗୁରୁତ୍ୱାରୋପ କରିଛନ୍ତି।ବିଶେଷକରି ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ତୁରନ୍ତ ନୂତନ ନଳକୂପ ଖନନ ପାଇଁ ଜିଲ୍ଲାପାଳ…
Read More...

ପେନସିଲ ମୁନରେ ଅବିକଳ ଚିତ୍ର ଆଙ୍କୁଛନ୍ତି ସମ୍ବାରୁ

ହରଭଙ୍ଗା : ହରଭଙ୍ଗା ଭଳି ଛୋଟ ଗାଁର ଏକ ଗରିବ ପରିବାରରେ ତାଙ୍କର ଜନ୍ମ। ଛୋଟବେଳୁ ପାଠପଢିବା ଏବଂ ଚିତ୍ରଆଙ୍କିବାରେ ତାଙ୍କର ରହିଛି ଅହେତୁକ ଦୁର୍ବଳତା। ବିନା ପ୍ରଶିକ୍ଷଣରେ ସେ ପେନସିଲମୁନରେ ଆଙ୍କୁଛନ୍ତି ଅବିକଳ…
Read More...

ବୃଦ୍ଧାଙ୍କ ଦୁଃଖ ବୁଝିଲେ ଜିଲ୍ଲାପାଳ

ହରଭଙ୍ଗା : ହରଭଙ୍ଗା ବ୍ଲକ ପିତାମ୍ବରପୁର ପଂଚାୟତ ଶରଧାପୁର ଗ୍ରାମର ୮୦ବର୍ଷର ବୃଦ୍ଧା ଶୁଶିଳା କହଁରଙ୍କ ଦୁଃଖ ବୁଝିଲେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ । ଗତ ୩ମାସହେଲା ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତା…
Read More...

ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା : ବୌଦ୍ଧଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସୋମବାର ଅପରାହ୍ନ ୫ଟାବେଳେ ଅଚାନକ ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିବା ଜଣାପଡିଛି । ମେଡିକାଲ ପରିଷ୍କାର ,ପରିଛନ୍ନ ସହିତ ରୋଗୀ ପଞ୍ଜିକରଣ ରେଜିଷ୍ଟର…
Read More...

ହରଭଙ୍ଗା ହାଇସ୍କୁଲ ରୂପାନ୍ତରିକରଣକୁ ପୂରିଲା ବର୍ଷେ

ହରଭଙ୍ଗା : ପ୍ରଥମ ଦଫାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସର୍ବପୁରାତନ ଶିକ୍ଷାନୁଷ୍ଠାନ ହରଭଙ୍ଗା ନୋଡାଲ ହାଇସ୍କୁଲକୁ ୫ଟିରେ ସାମିଲର ଏକ ବର୍ଷ ପୂର୍ତୀ ହେବାକୁ ବସିଛି । ଲକ୍ଷାଧିକ ଟଙ୍କା ବ୍ୟୟବରାଦରେ ୫ଟି…
Read More...

ତୃତୀୟ ଡୋଜ୍ କରୋନା ଟୀକାକରଣରରେ ବୌଦ୍ଧ ପଛୁଆ

ହରଭଙ୍ଗା : ତୃତୀୟ ପାନ ତଥା ସୁରକ୍ଷା ଡୋଜ୍ କରୋନା ଟୀକାକରଣରେ ବୌଦ୍ଧ ପଛରେ ରହିଛି। ଆସନ୍ତା ୩୦ରେ ମାଗଣା ଟୀକାକରଣ ଅବଧି ଶେଷ ହେବାକୁ ବସିଥିବା ବେଳେ ଟୀକାକରଣ କେନ୍ଦ୍ରରେ ଲୋକଙ୍କ ଦେଖା ମିଳୁନଥିବା କଥା ସ୍ୱାସ୍ଥ୍ୟ…
Read More...

ହରଭଙ୍ଗାରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ

ହରଭଙ୍ଗା :  ନରସିଂହପୁର,ନୂଆପଡା ପରେ କିଡନୀ ରୋଗୀଙ୍କ ନୂଆ ଠିକଣା ହୋଇଛି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ। ସଂପ୍ରତି ବ୍ଲକ ଅଂଚଳରେ କିଡନୀ ରୋଗ ମହାମାରୀ ରୂପ ଧାରଣ କରିଛି। ରୋଗର କାରଣ ନିରାକରଣ ଏବଂ ପ୍ରତିକାର ଦିଗରେ…
Read More...