www.samajalive.in
Friday, December 5, 2025
26.1 C
Bhubaneswar

ବୃଦ୍ଧାଙ୍କ ଦୁଃଖ ବୁଝିଲେ ଜିଲ୍ଲାପାଳ

ହରଭଙ୍ଗା : ହରଭଙ୍ଗା ବ୍ଲକ ପିତାମ୍ବରପୁର ପଂଚାୟତ ଶରଧାପୁର ଗ୍ରାମର ୮୦ବର୍ଷର ବୃଦ୍ଧା ଶୁଶିଳା କହଁରଙ୍କ ଦୁଃଖ ବୁଝିଲେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ । ଗତ ୩ମାସହେଲା ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତା ଟଙ୍କା ପାଉନଥିବା କଥା ବୃଦ୍ଧା ଜଣଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ବୃଦ୍ଧାଙ୍କ ପାଖରୁ ଏକଥା ଶୁଣିବା ପରେ ଶୁଶିଳାଙ୍କୁ କେତେଟଙ୍କା ମାସକୁ ମିଳୁଛି ବୋଲି ଜିଲ୍ଲାପାଳ ପଚାରିଥିଲେ । ୫ଶହ ଟଙ୍କା ମିଳୁଥିବା କହିବା ପରେ ସଙ୍ଗେ ସଙ୍ଗେ ଜିଲ୍ଲାପାଳ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଡାକି ୭ଶହ ଟଙ୍କା ଭତା ପଇସା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ତାଙ୍କ  ୩ମାସର ଭତା ଟଙ୍କା କେଉଁ କାରଣରୁ ମିଳୁନାହିଁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories