www.samajalive.in
Saturday, December 6, 2025
14.1 C
Bhubaneswar

ଚାରିଛକ ବଣିକ ସଂଘ ପକ୍ଷରୁ ବିଜୟ କୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହରଭଙ୍ଗା : ଜଗନ୍ନାଥ ଭକ୍ତ ବିଜୟ କୁମାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସୁଦୁର ରାଜସ୍ଥାନରୁ ପୁରୀକୁ ରାଜରାସ୍ତାରେ ଦଣ୍ଡ ମାରି ଯାତ୍ରା କରୁଛନ୍ତି।ବିଜୟ କୁମାର ଚାରିଛକରେ ପହଂଚିି ସାରିଛନ୍ତି। ଚାରିଛକରେ ପହଂଚିବା କ୍ଷଣି ଚାରିଛକ ବଣିକ ସଂଘପକ୍ଷରୁ ବିଜୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହା ସହ ବଣିକ ସଂଘ ପକ୍ଷରୁ ବିଜୟଙ୍କ ପାଇଁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ବଣିକ ସଂଘ ସଭାପତି ଦିଲ୍ଲୀପ ସାହୁ, ସମ୍ପାଦକ ବାପି ନାୟକ, ବିଜୟ ସଡଙ୍ଗୀ,ମନ ସାଥୁଆ,ଦୁଃଷାସନ ସାହୁ,ଟୁଟୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories