Browsing Tag

fhulbani news odia news odisha news

ମେଡିକାଲ କଲେଜ ପରିସରରୁ ୫ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ : ନୂତନ ଭାବେ ନିର୍ମାଣ ଚାଲିଥିବା ମେଡିକାଲ କଲେଜ ପରିସରରେ ଏକ ୫ ଫୁଟର ଅଜଗର ସାପ ପଶି ଯାଇଥିବା ନେଇ କଲେଜ କାର୍ଯ୍ୟ ନିର୍ମାଣ କରୁଥିବା ସଂସ୍ଥାରୁ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକଙ୍କୁ ଯୋଗାଯୋଗ…
Read More...

ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲାରେ ଅନେକ ଅଞ୍ଚଳ ଏବେ ମଧ୍ୟ ମ୍ୟାଲେରିଆ ପ୍ରବଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବେଳେ ଏ ଦିଗରେ ସଚେତନତା ସୃଷ୍ଟି କରିବା ସହିତ ରକ୍ତ ପରୀକ୍ଷା ଏବଂ ଔଷଧ ବଂଟନ ଓ ଡ଼ିଡ଼ିଟି ଛିଞ୍ଚନ ପାଇଁ ବିଭିନ୍ନ…
Read More...

ଜୁଲାଇ ୧୬ରେ ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ : କନ୍ଧମାଳର ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ସଂଘ କନ୍ଧମାଳ ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିବା ପାଇଁ ଏକ…
Read More...

ଚାରି ବାଇକ ସହ ୪୨୦ କିଲୋ ଗଞ୍ଜେଇ ଜବତ , ଦୁଇ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଏକ ଅଞ୍ଚଳରେ ଗଞ୍ଜେଇ ପ୍ରସ୍ତୁତି ଚାଲିଥିବା ବେଳେ ଅଚାନକ ଚଢାଉ କରି ଚାରୋଟି ବାଇକ ସହ ୪୨୦ କିଲୋ ଗଞ୍ଜେଇ ଜବତ ହୋଇଛି। ଦୁଇ ଜଣ ପେସାଦାର ଗଞ୍ଜେଇ ମାଫିଆକୁ ମଧ୍ୟ…
Read More...

ଦୁର୍ଘଟଣା ପରେ ପଙ୍ଗୁ ହୋଇ ପଡି ରହିଛନ୍ତି ୧୦୮ ଆମ୍ବୁଲାନ୍ସ ଚାଳକ

ଫୁଲବାଣୀ : ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସା ହେବା ପରେ ମଧ୍ୟ ପଙ୍ଗୁ ହୋଇ ଜୀବନ ଅତିବାହିତ କରୁଛନ୍ତି ଜଣେ ୧୦୮ ଆମ୍ବୁଲାନ୍ସ ଗାଡ଼ିର ଚାଳକ। ଘଟଣା…
Read More...

ବିଦ୍ୟୁତ୍ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ

ଫୁଲବାଣୀ : ବିଦ୍ୟୁତ୍ ଆଘାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଜିତେନ୍ଦ୍ର ଦାସ ଓରଫ ରବି। ଗତ ବିଲମ୍ବିତ ରାତିରେ ବର୍ଷା ଯୋଗୁଁ ଫୁଲବାଣୀ ପୌର ପରିଷଦରେ ବିଦ୍ୟୁତ୍ ନଥିବା ବେଳେ ବିଦ୍ୟୁତ୍ କାମ…
Read More...

ବିଦ୍ୟୁତ ତାର ଲାଗି ଜଳିଲା ଡମ୍ଫର , ଅଳ୍ପକେ ବର୍ତିଲେ ଚାଳକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫୁଲବାଣୀ ପଟୁ ଗୋଡି ବୋଝେଇ ବାଲାନ୍ଦା ପଡା ପଟକୁ ଯାଉଥିବା ଠିକା କମ୍ପାନୀର ଏକ ଡମ୍ଫର ଗାଡିର ଉପରି ଭାଗରେ ବଜାରରେ…
Read More...

ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ଯୁବକ ଗିରଫ

ଫୁଲବାଣୀ : ଫୁଲବାଣୀ ସଦର ଅବକାରୀ ବିଭାଗ ରବିବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ସଦର ଥାନା ଅନ୍ତର୍ଗତ ଦୁଡୁକି ପଞ୍ଚାୟତ ଅରାପାଜୁ ଛକରେ ଗୋଟିଏ ବୋଲେରୋ ପିକଅପକୁ ଅଟକାଇ ଯାଞ୍ଚ କରି ବୋଲେରୋ ପିକଅପରୁ ୨କୁଇଣ୍ଟାଲ…
Read More...

ଗଞ୍ଜେଇ ସହ ଗାଡି ଜବତ, ଜଣେ ଗିରଫ

ଫୁଲବାଣୀ : ଫୁଲବାଣୀ ଅବକାରୀ ପାଟ୍ରୋଲିଂ କରୁଥିବା ବେଳେ ରାଣିପଥର ଘାଟି ନିକଟରେ ଗୋଟିଏ ଗାଡି ଅବକାରୀ ମୋବାଇଲ ଟିମକୁ ଦେଖି ଦ୍ରୁତ ଗତିରେ ପଳେଇବା ବେଳେ ଅବକାରୀ ସେହି ଗାଡ଼ିକୁ ଗୋଡ଼ାଇ ଅଟକାଇ ଯାଞ୍ଚ କରିଥିଲେ।ସେହି…
Read More...

କନ୍ଧମାଳରେ ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି ତିନି ମନ୍ତ୍ରୀ

ଫୁଲବାଣୀ : ଶୁକ୍ରବାର ଦିନ କନ୍ଧମାଳ ଜିଲାକୁ ଦିନିକିଆ ଗସ୍ତରେ ଆସିଥିଲେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ । ଜଙ୍ଗଲ, ପରିବେଶ ଓ ପଂଚାୟତିରାଜ, ପାନୀୟ ଜଳ ଓ ସୂଚନା ଓ ଲୋକ ସର୍ମ୍ପକ ମନ୍ତ୍ରୀ ପ୍ରଦୀପ କୁମାର ଅମାତ,…
Read More...