Browsing Tag

Farmers Protest

ଧାନ ବିକି ନ ପାରି ଉପଜିଲାପାଳଙ୍କ ବାସଭବନ ଘେରିଲେ ଶତାଧିକ ଚାଷୀ

କେଶଦୁରାପାଳ: ଦେଓଗାଁ ସମବାୟ ସିମିତିରେ ଚାଷୀ ମାରଣ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ସୋମବାର ନୂଆପଡ଼ାର ଶତାଧିକ ଚାଷୀ ଆନନ୍ଦପୁର ଉପଜିଲାପାଳଙ୍କ ବାସଭବନ ଘେରାଉ କରିଛନ୍ତି। ସୂଚନା…
Read More...

୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି; ଦିଲ୍ଲୀ ପୁଲିସ ଉପରେ ନିଷ୍ପତ୍ତି ଛାଡ଼ିଲେ ସୁପ୍ରିମକୋର୍ଟ, ୨୦ରେ ପରବର୍ତ୍ତୀ ଶୁଣାଣି

ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଦ୍ବାରା ଆୟୋଜନ କରାଯିବାକୁ ଥିବା ଟ୍ରାକ୍ଟର ରାଲି ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଏକ ପିଟିଶନର ଶୁଣାଣି ସୋମବାର ହୋଇଛି। ଟ୍ରାକ୍ଟର ରାଲି ସମ୍ପର୍କରେ…
Read More...

ସିଂଘୁ ସୀମାରେ ବିଷ ପିଇଲେ ଚାଷୀ, ହସ୍ପିଟାଲରେ ଆଖି ବୁଜିଲେ; ଦେଢ଼ ମାସରେ ପ୍ରାଣ ହରାଇଲେଣି ୫୭ କୃଷକ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ପ୍ରାୟ ଦେଢ଼ ମାସ ହେଲା ଆନ୍ଦୋଳନ ଚଳାଇଛନ୍ତି। ଏହା ମଧ୍ୟରେ ଅନେକ ଚାଷୀଙ୍କ ମୃତ୍ୟୁ ହୋଇସାରିଲାଣି। ଶନିବାର ସିଂଘୁ ସୀମାରେ ଜଣେ ୪୦ ବର୍ଷୀୟ…
Read More...

କୃଷକ ଆନ୍ଦୋଳନ: ୧୧ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ଆବେଦନ କରି ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣିକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଜଣେ ଆଇନଜୀବୀଙ୍କ ଦ୍ବାରା ରୁଜୁ…
Read More...

ବାହାରିଲାନି ନିଷ୍କର୍ସ: ଆଇନ ସଂଶୋଧନ ଲାଗି କମିଟି ଗଠନ ପ୍ରସ୍ତାବକୁ ଖାରଜ କଲେ କୃଷକ ପ୍ରତିନିଧି, ୮ରେ ପରବର୍ତ୍ତୀ…

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ  ଜାରି ରହିଥିବାବେଳେ ସୋମବାର ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ୮ମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। କିନ୍ତୁ ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରିପାରି…
Read More...

ଆଖି ବୁଜିଲେ ଆଉ ୨ ଚାଷୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଟିକରି ଏବଂ କୁଣ୍ଡଳୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରବଳ ଥଣ୍ଡାରେ ଚାଷୀମାନେ ଧାରଣା ଦେଇଛନ୍ତି। ତେବେ ଥଣ୍ଡା ସାଙ୍ଗକୁ ବର୍ଷା ହେବା ଯୋଗୁ ଆନ୍ଦୋଳନରତ ୨ ଚାଷୀଙ୍କ…
Read More...

ସରକାର-କୃଷକ ୭ମ ପର୍ଯ୍ୟାୟ ଆଲୋଚନା ଜାରି

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ବୁଧବାର ୩୫ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ୭ମ ଥର ଲାଗି ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଏଥିପାଇଁ ୪୦ଟି…
Read More...

ପଞ୍ଜାବରେ ୧୫୦୦ ମୋବାଇଲ ଟାୱାର ଅଚଳ କଲେଣି ଚାଷୀ

ଚଣ୍ଡୀଗଡ଼: କୃଷି ଆଇନ ବିରୋଧରେ ପଞ୍ଜାବରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହାକୁ ଅଧିକ ତୀବ୍ର କରିବା ଲାଗି ଚାଷୀମାନେ ଆକ୍ରୋଶମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସରକାର ଦାବି ଶୁଣୁ ନ ଥିବାରୁ ଆନ୍ଦୋଳନରତ…
Read More...

ବାଜପେୟୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ କୃଷକଙ୍କ ଭଙ୍ଗାରୁଜା

ପଞ୍ଜାବର ଭଟିଣ୍ଡାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ହଙ୍ଗାମା ହୋଇଛି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ବିକ୍ଷୋଭ କରୁଥିବା…
Read More...

କୃଷକ ଆନ୍ଦୋଳନ: ଭାରତ ସହ ଆଲୋଚନା ପାଇଁ ପମ୍ପିଓଙ୍କ ନିକଟରେ ୭ ଆମେରିକୀୟ ସାଂସଦଙ୍କ ଦାବି

ୱାଶିଂଟନ: ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ ନିଜ ପ୍ରତିପକ୍ଷଙ୍କ ସହ ଆଲୋଚନା ପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓଙ୍କ ନିକଟରେ ଦାବି କରିଛନ୍ତି ୭ ଆମେରିକୀୟ ସାଂସଦ। ଏହି ସାଂସଦଙ୍କ ମଧ୍ୟରେ…
Read More...