Browsing Tag

Farmers Protest

ଉପମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍‌ ଖୋଳିଦେଲେ କୃଷକ

ଚଣ୍ଡୀଗଡ଼: କୃଷି ଆଇନକୁ ନେଇ ହରିୟାଣାରେ ବିଭିନ୍ନ କୃଷକ ସଂଗଠନ ରାଜ୍ୟ ସରକାରଙ୍କୁ ବିରୋଧ ଜାରି ରଖିଛନ୍ତି। ଅମ୍ବାଲାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ଚାଷୀମାନେ ଘେରାଉ କରିଥିବାବେଳେ ଗୁରୁବାର…
Read More...

ଆଜି କୃଷକ ଦିବସ; ରାସ୍ତାରେ ଅନ୍ନଦାତା, ରାଜନାଥ କହିଲେ ଶୀଘ୍ର ସମାଧାନ ହେବ

ଆଜି ହେଉଛି ଜାତୀୟ କୃଷକ ଦିବସ। ଭାରତର ୫ମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ରେ ଏହି ଦିବସ ପାଳନ କରାଯାଉଛି। ଚରଣ ସିଂହ ନିଜ କାର୍ଯ୍ୟକାଳ ସମୟରେ କୃଷି କ୍ଷେତୟରେ ସୁଧାର…
Read More...

୨୬ ଦିନରେ ପହଞ୍ଚିଲା ଆନ୍ଦୋଳନ; ଆଜିଠୁ କୃଷକଙ୍କ ଉପବାସ ଅନଶନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ସୋମବାର ୨୬ ଦିନରେ ପହଞ୍ଚିଛି। ସରକାର କୃଷକଙ୍କ ଦାବି ଶୁଣି ନ ଥିବାରୁ ଆନ୍ଦୋଳନକୁ ତୀବ୍ର କରିବା ଲାଗି କୃଷି ସଂଗଠନଗୁଡ଼ିକ…
Read More...

ଆଇନ ବିରୋଧରେ ଆନ୍ଦୋଳନ କରିବା ମୌଳିକ ଅଧିକାର, କିନ୍ତୁ ଏଥିରେ କାହାକୁ ସମସ୍ୟା ନ ହେବା ଦରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନ ବିରୋଧରେ ଆନ୍ଦୋଳନ କରିବା ଠିକ୍‌। ଏହା ପ୍ରତି ଭାରତୀୟଙ୍କର ମୌଳିକ ଅଧିକାର। କିନ୍ତୁ ଏହି ଆନ୍ଦୋଳନ ଅନ୍ୟମାନଙ୍କ ପ୍ରତି ସମସ୍ୟା ସୃଷ୍ଟି ନ କରିବା ଦରକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ। ୩ କୃଷି…
Read More...

ଚାଷୀ ଆନ୍ଦୋଳନ ଯୋଗୁ ଦିନକୁ କ୍ଷତି ୩୫୦୦ କୋଟି

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ମଙ୍ଗଳବାର ୨୦ ଦିନରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସତ୍ବେ କୃଷକଙ୍କ ମନୋବଳ ଭାଙ୍ଗିନାହିଁ। ଦାବି ପୂରଣ ନ ହେବା ଯାଏ ସେମାନେ ଦିଲ୍ଲୀ ସୀମା ଛାଡ଼ିବାକୁ ନାରାଜ। ତେବେ ଏହି ଆନ୍ଦୋଳନ ଦେଶର…
Read More...

କୃଷି ଆଇନକୁ ୧୦ କୃଷକ ସଂଗଠନର ସମର୍ଥନ, କୃଷି ମନ୍ତ୍ରୀଙ୍କୁ ଭେଟିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ନୂଆ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଚାଲିଥିବା ଚାଷୀ ଆନ୍ଦୋଳନ ସୋମବାର ୧୯ ଦିନରେ ପହଞ୍ଚିଛି। ଆଜି ଦେଶବ୍ୟାପୀ ଜିଲା ମୁଖ୍ୟାଳୟରେ ଚାଷୀମାନେ ବିକ୍ଷୋଭ କରୁଛନ୍ତି। ଏପରି…
Read More...

ସିନ୍ଧୁ ସୀମାରେ ମୁତୟନ ଦିଲ୍ଲୀ ପୁଲିସର ୨ ଆଇପିଏସ ଅଧିକାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ସିନ୍ଧୁ ସୀମାରେ ମୁତୟନ ହୋଇଥିବା ଦିଲ୍ଲୀ ପୁଲିସର ୨ ଆଇପିଏସ ଅଧିକାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସିନ୍ଧୁ ସୀମାରେ ଚାଷୀ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ଲାଗି ଏହି ଆଇପିଏସ ଅଧିକାରୀଦ୍ବୟ…
Read More...

ସୁପ୍ରିମକୋର୍ଟରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ କୃଷକ ସଂଗଠନଗୁଡ଼ିକର ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପହଞ୍ଚିଛି। ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରି କୃଷକ ସଂଗଠନଗୁଡ଼ିକ ଜିଦ୍‌ରେ ଅଟଳ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଇନ…
Read More...

ସବୁଠି ବନ୍ଦ ପ୍ରଭାବ; ଭୁବନେଶ୍ଵରରେ ରେଳରୋକୋ, ରାସ୍ତା ଅବରୋଧ

ଭୁବନେଶ୍ଵର: କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି ଚାଷୀ ଆନ୍ଦୋଳନ ଚାଲିବା ପରେ ମଙ୍ଗଳବାର ଭାରତ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ସମେତ ବିଭିନ୍ନ ଜିଲାରେ ମଙ୍ଗଳବାର…
Read More...

କେଜ୍ରିୱାଲ୍‌ କହିଲେ- ୯ଟି ଷ୍ଟାଡିୟମକୁ ଜେଲ୍‌ କରିବାକୁ ଚାପ ପଡ଼ିଥିଲା, କିନ୍ତୁ ମୁଁ ମୋ ବିବେକକୁ ଶୁଣିଲି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ରହିଥିବା କୃଷକଙ୍କ ଆନ୍ଦୋଳନ ସୋମବାର ୧୨ ଦିନରେ ପହଞ୍ଚିଛି। ୩ଟି ଯାକ ନୂଆ ଆଇନକୁ ନିରସ୍ତ୍ର କରିବାକୁ ଚାଷୀମାନେ ଜିଦ୍‌ରେ ଅଟଳ ରହିଛନ୍ତି। ୮ ତାରିଖରେ ଭାରତ ବନ୍ଦ ଡାକରା…
Read More...