QNETIC – Mobile
Browsing Tag

Farmers Protest

ବ୍ରହ୍ମପୁର : ରାଜପଥ ଅବରୋଧ କଲେ କୃଷକ ସଂଗଠନ

ବ୍ରହ୍ମପୁର : କୃଷି ଆଇନ୍‌ ବାତିଲ୍‌ ଦାବିରେ ଚାଲିଥିବା କୃଷି ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଶନିବାର ବିଭିନ୍ନ ସଂଗଠନ ତରଫରୁ ଚକାଜାମ୍‌ ଆନ୍ଦୋଳନ ଡାକରା ଦିଆଯାଇଥିଲା। ବ୍ରହ୍ମପୁରରେ ଏହାର ପ୍ରଭାବ ଦେଖିବାକୁ…
Read More...

କୃଷି ଆଇନକୁ ବିରୋଧ: ଆଖି ବୁଜିଲେ ଆଦିବାସୀ ମହିଳା କୃଷକ ନେତ୍ରୀ

ହରିୟାଣାର ଦିଲ୍ଲୀ-ଜୟପୁର ୪୮ ନମ୍ବର ଜାତୀୟ ରାଜପଥର ଖେଡା ବର୍ଡରରେ ଜାନୁୟାରୀ ୧୬ରୁ କୃଷି ଆଇନ ବିରୋଧରେ ଧାରଣା ଦେଇଥିବା ଜଣେ ମହିଳା ଚାଷୀ ନେତ୍ରୀଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି। ମହିଳା ଜଣକ ହେଉଛନ୍ତି…
Read More...

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଚାଷୀଙ୍କ ଆବେଗଭରା ଚିଠି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ରବିବାର ୬୦ ଦିନରେ ପହଞ୍ଚିଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ଦାବି ଶୁଣୁ ନାହାନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇବା ପାଇଁ ଜଣେ ଚାଷୀ…
Read More...

ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୁଲିସର ଅନୁମତି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀମାନେ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ଆୟୋଜନ କରିବାକୁ ପ୍ରସ୍ତୁତି ଜୋରଦାର କରିଛନ୍ତି। ଏଥିପାଇଁ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀ…
Read More...

ଟ୍ରାକ୍ଟର ରାଲି ଉପରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀମାନେ ଟ୍ରାକ୍ଟର ରାଲି ପାଇଁ କରିଥିବା ଘୋଷଣା ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣି ବୁଧବାର ହୋଇଥିଲା। ଏହି ସମୟରେ ସର୍ବୋଚ୍ଚ…
Read More...

ସାହାରପଡା ବ୍ଲକ କାର୍ଯ୍ୟାଳୟ ଘେରିଲେ ଚାଷୀ, ବିଜେପି ଦେଲା ସମର୍ଥନ

ପାଟଣା : ସାହାରପଡା ଲ୍ୟାମ୍ପସରେ ଅନିୟମିତତାକୁ ନେଇ ମଙ୍ଗଳବାର ସାହାରପଡା ବ୍ଲକ କାର୍ଯ୍ୟାଳୟକୁ ଚାଷୀ ଓ ବିଜେପି କର୍ମୀ ମିଳିତ ଘେରାଉ କରିଛନ୍ତି। ଏଭଳି ଘଟଣା ପରେ ସାହାରପଡା ବିଡ଼ିଓ, ଏମଆଇ, ଲ୍ୟାମ୍ପସ୍ ଏମଡ଼ି, ଚାଷି,…
Read More...

ହେମା ମାଳିନୀଙ୍କୁ ଚାଷୀଙ୍କ ନିମନ୍ତ୍ରଣ ପତ୍ର: ପଞ୍ଜାବ ଆସି ଆମକୁ କୃଷି ଆଇନ ବିଷୟରେ ବୁଝାଅ, ଆମେ ଗସ୍ତ ଓ ରହଣୀ…

ଚଣ୍ଡୀଗଡ଼: ଉତ୍ତରପ୍ରଦେଶର ମଥୁରା ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀଙ୍କୁ ଚାଷୀମାନେ ନିମନ୍ତ୍ରଣ ପତ୍ର ପଠାଇଛନ୍ତି। ହେମାଙ୍କୁ ପଞ୍ଜାବ ଆସିବାକୁ ଚାଷୀମାନେ କହିଛନ୍ତି। ନିମନ୍ତ୍ରଣ ପତ୍ରରେ ଚାଷୀମାନେ ଲେଖିଛନ୍ତି…
Read More...

ଧାନ ବିକି ନ ପାରି ଉପଜିଲାପାଳଙ୍କ ବାସଭବନ ଘେରିଲେ ଶତାଧିକ ଚାଷୀ

କେଶଦୁରାପାଳ: ଦେଓଗାଁ ସମବାୟ ସିମିତିରେ ଚାଷୀ ମାରଣ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ସୋମବାର ନୂଆପଡ଼ାର ଶତାଧିକ ଚାଷୀ ଆନନ୍ଦପୁର ଉପଜିଲାପାଳଙ୍କ ବାସଭବନ ଘେରାଉ କରିଛନ୍ତି। ସୂଚନା…
Read More...

୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି; ଦିଲ୍ଲୀ ପୁଲିସ ଉପରେ ନିଷ୍ପତ୍ତି ଛାଡ଼ିଲେ ସୁପ୍ରିମକୋର୍ଟ, ୨୦ରେ ପରବର୍ତ୍ତୀ ଶୁଣାଣି

ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଦ୍ବାରା ଆୟୋଜନ କରାଯିବାକୁ ଥିବା ଟ୍ରାକ୍ଟର ରାଲି ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଏକ ପିଟିଶନର ଶୁଣାଣି ସୋମବାର ହୋଇଛି। ଟ୍ରାକ୍ଟର ରାଲି ସମ୍ପର୍କରେ…
Read More...

ସିଂଘୁ ସୀମାରେ ବିଷ ପିଇଲେ ଚାଷୀ, ହସ୍ପିଟାଲରେ ଆଖି ବୁଜିଲେ; ଦେଢ଼ ମାସରେ ପ୍ରାଣ ହରାଇଲେଣି ୫୭ କୃଷକ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ପ୍ରାୟ ଦେଢ଼ ମାସ ହେଲା ଆନ୍ଦୋଳନ ଚଳାଇଛନ୍ତି। ଏହା ମଧ୍ୟରେ ଅନେକ ଚାଷୀଙ୍କ ମୃତ୍ୟୁ ହୋଇସାରିଲାଣି। ଶନିବାର ସିଂଘୁ ସୀମାରେ ଜଣେ ୪୦ ବର୍ଷୀୟ…
Read More...