Browsing Tag

entertainment news

ସାଉଥ୍‌ ନିର୍ଦେଶକଙ୍କ ସହ ଜବରଦସ୍ତ ଆକ୍ସନ ଚଳଚ୍ଚିତ୍ର ନେଇ ଆସୁଛନ୍ତି ସନି ଦେଓଲ, ଆସିଲା ପ୍ରଥମ ପୋଷ୍ଟର

ସମାଜ ଡିଜିଟାଲ ଡେସ୍କ: ସନି ଦେଓଲଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଆକ୍ସନରେ ଭରପୁର ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି ଅଭିନେତା। ଦକ୍ଷିଣ ଭାରତୀୟ ନିର୍ଦେଶକ ଗୋପୀଚନ୍ଦ ସନି ଦେଓଲଙ୍କ ସହ ଏକ ବଡ଼ ଆକ୍ସନ ଚଳଚ୍ଚିତ୍ର…
Read More...

ପୁଣି ଆସୁଛି ଅକ୍ଷୟ କୁମାର-ପରେଶ ରାଓ୍ବଲ ଯୋଡ଼ି, କିନ୍ତୁ ରହିଛି ଟ୍ବିଷ୍ଟ: ଆସିଲା ‘ସରଫିରା’ ଟ୍ରେଲର

ମୁମ୍ବଇ: ପୁଣି ଥରେ ପରଦାକୁ ଆସୁଛି ଅକ୍ଷୟ କୁମାର-ପରେଶ ରାଓ୍ବଲ ଯୋଡ଼ି। ‘ହେରା ଫେରି’ଠୁ ‘ଆଓ୍ବାରା ପାଗଲ ଦୀଓ୍ବାନା’ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ଦର୍ଶକଙ୍କ ଏହି ପ୍ରିୟ ଯୋଡ଼ି। କିନ୍ତୁ ଏଥର ପରଦାରେ…
Read More...

ନିଜ ଘରୁ ମିଳିଲା ଅଭିନେତାଙ୍କ ମୃତଦେହ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଅଭିନେତା ପ୍ରଦୀପ କେ ବିଜୟନଙ୍କ ପରଲୋକ ଘଟିଛି। ବୁଧବାର ପଲଭକ୍କମସ୍ଥିତ ତାଙ୍କ ଘରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଜୟନଙ୍କ ବନ୍ଧୁ ଦୁଇ ଦିନ ହେଲା ତାଙ୍କ ସହ ଯୋଗାଯୋଗ କରିବାକୁ…
Read More...

ପରଦାକୁ ଆସିବ କିରଣ ବେଦୀଙ୍କ କାହାଣୀ

ମୁମ୍ବଇ: ନିର୍ମାଣ ହେବାକୁ ଯାଉଛି ଭାରତର ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ ଡ. କିରଣ ବେଦୀଙ୍କ ବାୟୋପିକ୍। ଖୁବଶୀଘ୍ର କିରଣ ବେଦୀଙ୍କ ଜୀବନ କାହାଣୀକୁ ପରଦାରେ ଦେଖିବେ ଦର୍ଶକ। ମଙ୍ଗଳବାର ଫିଲ୍ମର ନିର୍ମାତାମାନେ ଏକ…
Read More...

ପୁଷ୍ପା ସାଜି ବାଟୁଳି ପରି ହିନ୍ଦୀ କହିଲେ ଡେଭିଡ୍‌ ଓ୍ବାର୍ନର: ଫ୍ୟାନ୍ ହେଲେ ଅଲ୍ଲୁ ଅର୍ଜୁନ, ଲୋକେ କହିଲେ- ଭୁଲରେ..

ସମାଜ ଡିଜିଟାଲ ଡେସ୍କ: ଅଷ୍ଟ୍ରେଲିଆର କ୍ରିକେଟର ଡେଭିଡ୍‌ ଓ୍ବାର୍ନର ‘ପୁଷ୍ପା’ ଚଳଚ୍ଚିତ୍ରର ଜଣେ ବଡ଼ ପ୍ରଶଂସକ। ସେ ଅଲ୍ଲୁ ଅର୍ଜୁନଙ୍କ ଭୂମିକାରେ ଅନେକ ଥର ସାମାଜିକ ଗଣମାଧ୍ୟମରେ ନଜର ଆସିଛନ୍ତି। ସେ ପାର୍ଟ -୧ର ଗୀତ…
Read More...

ଅଭିନେତ୍ରୀଙ୍କ ଅକାଳ ବିୟୋଗ, ଫ୍ଲାଟ୍‌ରୁ ମୃତଦେହ ଉଦ୍ଧାର

ମୁମ୍ବଇ: ଅଭିନେତ୍ରୀ ନୁର୍‌ ମାଳବିକା ଦାସଙ୍କ ଅକାଳ ବିୟୋଗ ଘଟିଥିବା ଖବର ମିଳିଛି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ପୁଲିସ ଜୁନ୍‌ ୬ ତାରିଖରେ ଲୋଖଣ୍ଡଓ୍ବାଲାସ୍ଥିତ…
Read More...

ଖୁବଶୀଘ୍ର ଜହିର ଇକବାଲଙ୍କ ହାତ ଧରିବେ ସୋନାକ୍ଷୀ! ସାମ୍ନାକୁ ଆସିଲା ବିବାହ ତାରିଖ ଓ ସ୍ଥାନ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ସେବେଠାରୁ ଆରମ୍ଭ ହୋଇଛି, ଯେବେଠାରୁ ଅଭିନେତ୍ରୀ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’କୁ ଯାଇଥିଲେ ଏବଂ ବିବାହ…
Read More...

ସାମ୍ନାକୁ ଆସିଲା ‘କଳ୍କି ୨୮୯୮ ଏଡି’ର ନୂଆ ପୋଷ୍ଟର, ନିଆରା ଅବତାରରେ ଦୀପିକା

ମୁମ୍ବଇ: ପାନ୍‌ ଇଣ୍ଡିଆ ଅଭିନେତା ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମ ଘୋଷଣା ହେବ ପରଠାରୁ ଲଗାତର ଭାବେ ଏହାର ଅପ୍‌ଡେଟ୍‌ ସାମ୍ନାକୁ ଆସୁଛି। ପ୍ରଥମେ…
Read More...

୧୨୮ ମିଲିୟନ ଭ୍ୟୁଜ୍‌ ହାସଲ କରିଥିବା ବଦୋ ବଦି ଗୀତକୁ ଡିଲିଟ୍‌ କଲା ୟୁଟ୍ୟୁବ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ସୋସିଆଲ ମିଡିଆ ସେନ୍‌ସେସନ୍‌ ଚାହତ ଫତେହ ଅଲି ଖାନ ଏବେ ତାଙ୍କ ନୂଆ ଗୀତ ବଦୋ ବଦିକୁ ନେଇ ଚର୍ଚ୍ଚାରେ। ଏହି ଗୀତକୁ ନେଇ କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ବେଶ୍‌ ଚର୍ଚ୍ଚା…
Read More...

‘କଳ୍କି ୨୮୯୮ ଏଡି’: ଚର୍ଚ୍ଚାରେ ପ୍ରଭାସଙ୍କ ୩ ଚକିଆ ସୁପର କାର୍‌ ‘ବୁଜ୍ଜି’, ଭିଡିଓ ଭାଇରାଲ୍‌

ମୁମ୍ବଇ: ବାହୁବଳି ଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦର୍ଶକ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଲୋକ ଏବେ ଏହି ଚଳଚ୍ଚିତ୍ର ପାଇଁ ଯେତିକି ଉତ୍ସାହିତ…
Read More...