Browsing Tag

deogarh

ଜାମିନ ମିଳିବା ପରେ ଡାକ୍ତରଖାନାରୁ ଘରକୁ ଫେରିଲେ ଦେବଗଡ଼ ବିଧାୟକ

ଦେବଗଡ଼ : ଜାମିନ ମିଳିବା ପରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ବୁର୍ଲା ଡାକ୍ତରଖାନାରୁ ଆଜି ଦେବଗଡ଼ ଫେରିଛନ୍ତି। ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମୟରେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ତିଲେଇବଣି ବ୍ଲକ…
Read More...

ବେଆଇନ ଦେଶୀ ମଦ ଓ ମହୁଲ ପୋଚ ଜବତ, ୫ ଗିରଫ

ଦେବଗଡ: ଦେବଗଡ ଅବକାରୀ ବିଭାଗ ପକ୍ଷରୁ ଆଜି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡେଇମରା ଗ୍ରାମରେ ଚଢାଉ କରାଯାଇ ୨୭ ଲିଟର ଦେଶୀ ମହୁଲୀ ମଦ ଓ ୩୬୦ କିଲୋ ମହୁଲ ପୋଚ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ…
Read More...

‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ: ବିଜେପି କଲା ମଣ୍ଡଳ ପକ୍ଷରୁ ଖାଦ୍ୟ ସାମଗ୍ରୀ ବିତରଣ

ଦେବଗଡ: ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ବିଜେପି ମଣ୍ଡଳ ପକ୍ଷରୁ କଲା ଖାଦ୍ୟ ସାମଗ୍ରୀ ବିତରଣ। ସଇଡା ଗ୍ରାମ…
Read More...

ମହିଳା ଓ ଶିଶୁ ଡେସ୍କରେ କାର୍ଯ୍ୟରତ ମହିଳା ପୁଲିସ କର୍ମଚାରୀଙ୍କୁ ସ୍କୁଟର ପ୍ରଦାନ

ଦେବଗଡ: ଦେବଗଡ ଜିଲା ଥାନାମାନଙ୍କରେ ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ ଜିଲା ପୁଲିସ ବିଭାଗ ପକ୍ଷରୁ ଆଜି ସ୍କୁଟର ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ…
Read More...

କରୋନା ସଂକ୍ରମଣ ଭୟରେ ପାଖ ମାଡିଲେନି କେହି, ଟ୍ରାକ୍ଟରରେ ଶବ ଉଠାଇଲେ ସରପଞ୍ଚଙ୍କ ସ୍ୱାମୀ, ମୃତ ଯୁବତୀଙ୍କ ଦିଅର ଓ…

ଦେବଗଡ: କରୋନା ସଂକ୍ରମଣ ଭୟରେ କେହି ଛୁଇଁଲେନି ଯୁବତୀଙ୍କ ଶବ। ଶେଷରେ ସରପଞ୍ଚଙ୍କ ସ୍ୱାମୀ, ଦିଅର ଓ ମୃତ ଯୁବତୀଙ୍କ ଭିଣୋଇଙ୍କ ସହାୟତାରେ ଟ୍ରାକ୍ଟର ଟ୍ରଲିରେ ବୁହାହୋଇ ମଶାଣିରେ ପହଞ୍ଚିବା ପରେ ପୋତି ଦିଆଗଲା ମୃତଦେହ।…
Read More...

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ପ୍ରତାରଣା, ଯୁବକ ଗିରଫ

ଦେବଗଡ: ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବାପରେ ପ୍ରତାରଣା ଦେଇଥିବା ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୁଲିସ ଆଜି ଶରଣକୋଟ ଗ୍ରାମର ଜଣେ ଯୁବକକୁ ଗିରଫ କରିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା…
Read More...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଭେଣ୍ଟିଲେଟର ଖଞ୍ଜିବା ପାଇଁ ଦାବୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୂର୍ବତନ ଯୁବ…

ଦେବଗଡ: ଦେବଗଡ ଜିଲାବାସୀ ତଥା ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କର ବାରମ୍ବାର ଦାବୀ ପରେ କରୋନା ମୁକାବିଲା ନିମନ୍ତେ ସରକାର ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ୬ଗୋଟି ଭେଣ୍ଟିଲେଟର ଯୋଗାଇ ଦେଇଛନ୍ତି। ମାତ୍ର ଇତି…
Read More...

କରୋନା ସଂକ୍ରମଣ ଭୟରେ ପାଖ ମାଡିଲେନି ଗ୍ରାମବାସୀ; ବିଜେଡି ନେତା ଓ ବ୍ଲକ କର୍ତ୍ତୃପକ୍ଷଙ୍କ ସହାୟତାରେ ହେଲା ଶବଦାହ

ଦେବଗଡ: କରୋନା ସଂକ୍ରମଣରେ ଜୀବନ ହାରିବା ପରେ ଦୀର୍ଘ ୧୫ ଘଣ୍ଟା ଧରି ମୃତଦେହ ଡାକ୍ତରଖାନା ଓ ନଦୀ ପଠାରେ ପଡିରହିଲା। ହେଲେ କାନ୍ଧ ଦେବା ଦୂରର କଥା ସଂକ୍ରମଣ ଭୟରେ କେହି ହେଲେ ପାଖ ମାଡିଲେ ନାହିଁ। ଶେଷରେ ଜିଲା…
Read More...

ଅଟୋରିକ୍ସାକୁ ପଛପଟୁ ଧକ୍କାଦେଲା ଟ୍ରଲର : ୫ ଗୁରୁତର

ଦେବଗଡ : ଆଜି ପ୍ରତ୍ୟୁଷ ପ୍ରାୟ ୫ଟା ୪୦ ମିନିଟ ସମୟରେ ଦେବଗଡ ଥାନା ଅନ୍ତର୍ଗତ କୁରଡ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରଲର ଏକ ଅଟୋରିକ୍ସାକୁ ପଛପଟୁ ଧକ୍କା ଦେବା ଫଳରେ ୫ ଜଣ ପରିବା…
Read More...

ଦାୟିତ୍ୱହୀନତା ଯୋଗୁଁ ପରୀକ୍ଷା ଦେଇପାରିଲେନି ଆବେଦନକାରୀ: ଖାଉଟି ଅଦାଲତରେ ପୋଷ୍ଟ ମାଷ୍ଟର ଦଣ୍ଡିତ

ଦେବଗଡ଼: ସେବା ପ୍ରଦାନରେ ଅବହେଳା ପ୍ରଦର୍ଶନ ଯୋଗୁଁ ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ କରଲଗା ଶାଖା ପୋଷ୍ଟ ମାଷ୍ଟର ଜିଲା ଖାଉଟି ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାମଲାରେ ଅଦାଲତ ସମୁଦାୟ ୩୨ହଜାର ଟଙ୍କାର…
Read More...