Browsing Tag

deogaa news odia news odisha news

ଘର ଭିତରୁ ନାଗସାପ ଉଦ୍ଧାର

ଦେଓଗାଁ: ଦେଓଗାଁ ସଦର ପଞ୍ଚାୟତର କନ୍ଧପାଲି ପଡ଼ାରୁ ଏକ ନାଗସାପକୁ ଉଦ୍ଧାର କରି ଜଙ୍ଗଲରେ ଛଡାଯାଇଛି। କଛାର ପାଲି କନ୍ଧ ପାଲିପଡାର ଲଳିତ କୁଆରଙ୍କ ଘରକୁ ଏକ ନାଗସାପ ପଶି ଆସିବାରୁ ପରିବାରଲୋକେ ଭୟଭୀତ ହୋଇ ପଡ଼ିଥିଲେ।…
Read More...

ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଫାଟିଲା ଛାତ୍ରର ମୁଣ୍ଡ

ଦେଓଗାଁ: ବିଦ୍ୟାଳୟରେ ଦଣ୍ଡ ମୁକ୍ତ କରିଛନ୍ତି ସରକାର। ହେଲେ ଜଣେ ଶିକ୍ଷକଙ୍କ ଡ଼ଷ୍ଟର ମାଡ଼ରେ ଜଣେ ଛାତ୍ରର ମୁଣ୍ଡ ଫାଟିଥିବାର ଜଣାପଡିଛି। ଏନେଇ ମୁଣ୍ଡ ଫାଟିଥିବା ଛାତ୍ରର ବାପା ଶିକ୍ଷା ବିଭାଗ ଠାରେ ଗୁହାରୀ କରିବା…
Read More...

ହାଇୱା ଧକ୍କାରେ ବୃଦ୍ଧ ମୃତ ; କ୍ଷତିପୂରଣ ଦାବିରେ ଉତ୍ତେଜନା

ଦେଓଗାଁ: ଜାତୀୟ ରାଜପଥ ୨୬ ବରଗଡ଼ -ବୋରିଗୁମା ରାସ୍ତା ବଲାଙ୍ଗୀର ଜିଲ୍ଲାର ଦେଓଗାଁ କଲେଜଛକ ଠାରେ ଏକ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବାରୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା…
Read More...

ଭିଜିଲାନ୍ସ ଜାଲରେ ଦେଓଗାଁ ପରିମଳ ବିଭାଗ ବିଆରସି

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ଲାଞ୍ଚ ନେଉଥିବା ବେଳେ ଜୈନିକ କର୍ମଚାରୀକୁ କାବୁ କରିଥିବା ଜଣାପଡ଼ିଛି। ଲାଞ୍ଚ ନେଇ ଧରାପଡିଥିବା କର୍ମଚାରୀ ଜଣକ ଦେଓଗାଁ ଜଳ…
Read More...

ଦେଓଗାଁ ବ୍ଳକ ସ୍ତରୀୟ ସୁଧ ବଣ୍ଟନ କାର୍ଯ୍ୟକ୍ରମ ଉଦଯାପିତ

ଦେଓଗାଁ: ଦେଓଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ସୁଧ ପଇଠ କରିଥିବା ମହିଳା ସ୍ବୟଂ ସହାୟକ ଦଳକୁ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦେଓଗାଁ ଓଡ଼ିଶା ଜୀବନ ଜିବିକା ମିଶନର ପ୍ରକଳ୍ପ…
Read More...

୭କେଜି ଗଞ୍ଜେଇ ଜବତ ଜଣେ କୋର୍ଟ ଚାଲାଣ

ଦେଓଗାଁ : ଦେଓଗାଁ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଉପରେ ଦେଓଗାଁ ଦମକଳ କେନ୍ଦ୍ର ନିକଟରେ ପୁଲିସ ଚଢ଼ାଉ କରି ୭ କେଜି ଗଞ୍ଜେଇ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗତ ଗୁରୁବାର ଦିନ…
Read More...

ବନ୍ଧପଡାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଦେଓଗାଁ : ଦେଓଗାଁ ବ୍ଳକ ଅନ୍ତର୍ଗତ ବନ୍ଧପଡା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧୁବାର ୧୨ ଟାରେ ରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…
Read More...

ସାକାର ହେବ ସ୍ୱପ୍ନ ; ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ,ସୋନଗଡ଼ରେ ହେବ ବ୍ୟାରେଜ

ଦେଓଗାଁ: ଦେଓଗାଁ ବ୍ଳକର ଦେଷଣ୍ଢ ନିକଟରୁ ପ୍ରଭାବିତ ହେଉଥିବା ସୋନଗଡ଼ ନଦୀ ଉପରେ ୨୩ ବର୍ଷ ମଧ୍ୟରେ ୧୩ଟି ବ୍ରିଜ ନିର୍ମାଣ ସରିବା ପରେ ଚାଷ ଓ ପାନୀୟ ଜଳ ବ୍ୟବହାରକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

କୋଶଲ ନାରାରେ ଗର୍ଜିଲା ପଶ୍ଚିମ ଓଡ଼ିଶା

ଦେଓଗାଁ : ଓଲିଉଡକୁ ନେଇ ଲାଗିଥିବା ବିବାଦ ଥମିବାର ନା ନେଉନି। ମନୋଜ୍ ମିଶ୍ରକୁ ଓଲିଉଡରୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପରେ ପଶ୍ଚିମ ଓଡ଼ିଶାରେ ୧୦ ଟି ଜିଲ୍ଲାରେ ଆକ୍ରୋଶ ଦେଖିବାକୁ ମିଳିଥିଲା। ମନୋଜ୍ ମିଶ୍ରଙ୍କ…
Read More...

ବନ ସୁରକ୍ଷା ସମିତିକୁ ଜୀବନ ଜୀବିକା ଉପକରଣ ବଣ୍ଟନ

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଞ୍ଜର ୧୧ ଟି ବନ ସୁରକ୍ଷା ସମିତିକୁ ଜୀବନ ଜୀବିକା ବୃଦ୍ଧି କରି ଆର୍ଥିକ ସ୍ତରରେ ଉନ୍ନତି ହେବା ପାଇଁ ବଲାଙ୍ଗୀର ବନବିଭାଗ ବିଭିନ୍ନ ପ୍ରକାରର ଉପକରଣ ବଣ୍ଟନ କରିଛି। ଯେଉଁଥିରେ…
Read More...