Browsing Tag

china

ଯୀଶୁଙ୍କ ଛବି ଓ କ୍ରସ ହଟାଇ ଜିଙ୍ଗପିଙ୍ଗଙ୍କ ଛବି ଲଗାଇବାକୁ ଚୀନ ସରକାରଙ୍କ ନିର୍ଦେଶ

ଚୀନରେ ମୁସଲମାନ ସମ୍ପ୍ରଦାୟ ଉପରେ ଉତ୍ପୀଡ଼ନ ବିଶ୍ବବାସୀ ଜାଣନ୍ତି । ସିଂଜିୟାଙ୍ଗ ପ୍ରଦେଶରେ ଲକ୍ଷଲକ୍ଷ ମୁସଲମାନମାନଙ୍କୁ ବନ୍ଦୀ କରି ରଖାଯାଇଛି ।  ସେଠାରେ ସର୍ବସାଧାରଣ ସ୍ଥାନରେ ନମାଜ ପଢ଼ିବା ଉପରେ କଟକଣା ରହିଛି ।…
Read More...

ହ୍ୟୁଷ୍ଟନ କନସ୍ୟୁଲେଟ କାର୍ଯାଳୟର ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜାଳିଦେଲା ଚୀନ

ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଅତି ସ୍ପର୍ଶକାତର ହେବାରେ ଲାଗିଛି । ମଙ୍ଗଳବାର ରାତିରେ ହ୍ୟୁଷ୍ଟନସ୍ଥିତ ଚୀନା କନସୁଲେଟରେ ବିପୁଳ ପରିମାଣର ଗୁରୁତ୍ବପୂର୍ଣ ନଥି ପତ୍ର ଜଳାଇ ଦିଆଯାଇଛି । ଏହାର କିଛି ସମୟ ପରେ…
Read More...

ଏଲଏସିରେ ଚୀନକୁ ମାତ୍‌ ଦେବାକୁ ହାଲୁକା ଟ୍ୟାଙ୍କ କିଣିବ ଭାରତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସହିତ ଭାରତର ସୀମା ବିବାଦ ଲାଗିରହିଛି। ଚୀନ ଏକାଧିକ ଥର ଏଲଏସିରେ ଭାରତ ବିରୋଧରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଏଲଏସିରେ ଚୀନକୁ ମାତ୍‌…
Read More...

ବାବର ବି ନେପାଳୀ ଥିଲେ ବୋଲି ଦାବି କରିପାରନ୍ତି ଓଲି: ଶିବସେନା

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ପ୍ରକୃତ ଅଯୋଧ୍ୟା ଭାରତରେ ନାହିଁ, ନେପାଳରେ ବୋଲି କହିବା ପରେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲିଙ୍କୁ ଭାରତରେ କଡ଼ା ବିରୋଧ କରାଯାଉଛି। ଭାରତର ହିନ୍ଦୁ ସଂଗଠନଗୁଡ଼ିକ…
Read More...

ପିଓକେରେ ତେଜୁଛି ଚୀନ ବିରୋଧୀ ସ୍ବର

ମୁଜଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ମୁଜଫରାବାଦରେ ତେଜୁଛି ଚୀନ ବିରୋଧୀ ସ୍ବର। ଚୀନ ଦ୍ବାରା ନୀଲମ ଏବଂ ଝେଲମ ନଦୀ ଉପରେ ବେଆଇନ ଭାବେ ନିର୍ମାଣ କରାଯାଉଥିବା ବ୍ୟାରେଜ୍‌ ଓ ଜଳବିଦ୍ୟୁତ ପ୍ରକଳ୍ପ…
Read More...

ଚୀନକୁ ଆଉ ଏକ ଝଟ୍‌କା; ଆମେରିକା ନିଷେଧ କରିବ ଚାଇନିଜ ଆପ୍‌

ୱାଶିଂଟନ: ଅନ୍ତର୍ଜାତୀୟ ସ୍ତରରେ ଚୀନକୁ ଆଉ ଝଟ୍‌କା ଲାଗିବାକୁ ଯାଉଛି। ଭାରତ ପରେ ଏବେ ଆମେରିକା ନିଜ ଦେଶରେ ଚାଇନିଜ୍‌ ଆପ୍‌ ନିଷେଧ କରିବାକୁ ପ୍ରସ୍ତୁତି ଚଳାଇଛି। ଏହି ଆପ୍‌ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଆପ୍‌…
Read More...

ଚୀନ ସହିତ ସଂଘ​‌ର୍ଷ ବେଳେ ଭାରତ ସାଥୀରେ ରହିବେ ଆମେରିକୀୟ ସୈନ୍ୟ, ସଙ୍କେତ ଦେଲା ହ୍ବାଇଟ୍‌ ହାଉସ

ୱାଶିଂଟନ: ଭାରତ ଏବଂ ଚୀନ ମଧ୍ୟରେ ଭବିଷ୍ୟତରେ ଯଦି କେବେ ସଂଘର୍ଷ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଭାରତୀୟ ସୈନ୍ୟଙ୍କ ସହିତ ରହିବେ ଆମେରିକୀୟ ସୈନ୍ୟ। ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ ପକ୍ଷରୁ ଏଭଳି ସଙ୍କେତ…
Read More...

ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତ ପରେ ଏପରି ପ୍ରତିକ୍ରିୟା ଦେଲା ଚୀନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଚାନକ ଲେହ ଓ ଲଦାଖ ଗସ୍ତ କରିଥିଲେ। ଏହି ଅବସରରେ ସେ ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମୀକ୍ଷା କରିଥିଲେ। ଏହା ସହିତ ୧୧୦୦୦…
Read More...

ହଂକଂ ମାମଲାରେ ଆମେରିକାର ହସ୍ତକ୍ଷେପ; ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆଣିଲା ବିଧେୟକ

ୱାଶିଂଟନ: ହଂକଂରେ ଚୀନ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ କରିବା ପରେ ଆମେରିକା ଏଥିରେ ହସ୍ତକ୍ଷେପ କରିବା ଆରମ୍ଭ କରିଛି। ଆଇନ ବିରୋଧରେ ବିକ୍ଷୋଭ ଜାରି ରହିଥିବାବେଳେ ଏହାକୁ ଲାଗୁ କରିଥିବା ଚୀନ ଉପରେ ପ୍ରତିବନ୍ଧକ…
Read More...

ଚାଇନିଜ ଆପ୍‌ ନିଷେଧ ଚୀନ ଉପରେ ଭାରତର ‘ଡିଜିଟାଲ ଷ୍ଟ୍ରାଇକ୍‌’: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ୫୯ଟି ଚାଇନିଜ୍‌ ମୋବାଇଲ ଆପ୍‌କୁ ନିଷେଧ କରାଯିବା ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍‌ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେ ଗୁରୁବାର କହିଛନ୍ତି, ଭାରତ ଶାନ୍ତି ଚାହେଁ। କିନ୍ତୁ…
Read More...