MEllora 950×100
Browsing Tag

china

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା; ଥିଲେ ୧୩୩ ଯାତ୍ରୀ

ବେଜିଂ: ଚୀନରେ ସୋମବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ବୋଇଂ ୭୩୭ ଯାତ୍ରୀବାହୀ ବିମାନ ଗୁଆଙ୍ଗ୍‌ସି ଅଞ୍ଚଳରେ ପାହାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।…
Read More...

ଚାକିରି ବାହାନାରେ ଡାକିଲେ; ପ୍ରତି ମାସ ରକ୍ତ ଶୋଷିଲେ

ନୂଆଦିଲ୍ଲୀ: ଚୀନର ଜଣେ ୩୧ ବର୍ଷୀୟ ବ୍ୟକ୍ତି ଚାକିରି ନାଁରେ ଠକାମୀର ଶିକାର ହୋଇଛନ୍ତି। ଏହାପରେ ତାଙ୍କ ସହ ଯାହା ଘଟିଛି ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଚାକିରୀ ବାହାନାରେ ତାଙ୍କୁ ଅପହରଣ କରି ଅପହରଣକାରୀ ଗତ ୬ ମାସ…
Read More...

ସରକାର ଗଠନ ଉତ୍ସବରେ ଯୋଗଦେବାକୁ ପାକିସ୍ତାନ, ଚୀନ ଓ ରୁଷକୁ ତାଲିବାନର ଆମନ୍ତ୍ରଣ

କାବୁଲ: ଆଫଗାନିସ୍ତାନର ଶେଷ ପ୍ରଦେଶ ପଞ୍ଜଶିରକୁ ଦଖଲ କରିବା ପରେ ତାଲିବାନ ଆତଙ୍କି ଗୋଷ୍ଠୀ ସରକାର ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଏହା ଦେଶରେ ନୂତନ ସରକାର ଗଠନ ଉତ୍ସବରେ ଯୋଗଦେବାକୁ ପାକିସ୍ତାନ, ଚୀନ, ରୁଷ,…
Read More...

ଚୀନରେ ତାଣ୍ଡବ ରଚିଲା ବନ୍ୟା: ୩୩ ମୃତ, ଜଳ ନିଷ୍କାସନ ପାଇଁ ଡ୍ୟାମ୍‌ ଭାଙ୍ଗିଲା ଚୀନ ସେନା

ବେଜିଂ: ଚୀନରେ ପ୍ରବଳ ବର୍ଷା ଯୋଗୁଁ ହେନାନ ପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି…
Read More...

ଚନ୍ଦ୍ର ପୃଷ୍ଠକୁ ଯାଇଥିବା ଧାନରୁ ବିହନ ଉତ୍ପାଦନ କଲା ଚାଇନା

ବେଜିଂ: ୨୦୨୦ରେ ଚେଞ୍ଜ-୫ ମହାକାଶ ଅଭିଯାନ ସମୟରେ ଚନ୍ଦ୍ର ପୃଷ୍ଠରେ ୨୩ ଦିନ ରହିଥିବା ଧାନରୁ ବିହନ ଉତ୍ପାଦନ କରିଛି ଚାଇନା । ଦେଶର ସରକାରୀ ସୂତ୍ରରୁ କୁହାଯାଇଛି ଯେ ୪୦ ଗ୍ରାମ ଓଜନର ଧାନକୁ ସେହିବର୍ଷ ମହାକାଶ…
Read More...

ଏଲଏସିରେ ଛଅମାସ ମଧ୍ୟରେ ଚାଇନା ୧୦୦ରୁ ଅଧିକ ସାମରିକ ଡ୍ରିଲ କରିଛି

ନୂଆଦିଲ୍ଲୀ: ଭାରତ ଓ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରୁ ସଂପୂର୍ଣ୍ଣ ଭାବରେ ସୈନ୍ୟ ପ୍ରତ୍ୟାହାର କରିବାକୁ ଦ୍ୱାଦଶ ଥର ପାଇଁ ବରିଷ୍ଠ କମାଣ୍ଡର ସ୍ତରୀୟ ଆଲୋଚନା ଶୀଘ୍ର ଆରମ୍ଭ କରିବାକୁ ସହମତ ହୋଇଥିଲେ…
Read More...

ଭାରତର ଚିନ୍ତା ବଢିଲା; ସମୁଦାୟ ଏଲଏସିରେ ଚାଇନା ମୁତୟନ କରିଛି ଏସ-୪୦୦ ବ୍ୟବସ୍ଥା

ନୂଆଦିଲ୍ଲୀ: ଲଦାଖ ଏବଂ ଅରୁଣାଚଳପ୍ରଦେଶ ସୀମାନ୍ତରେ ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏସ-୪୦୦ ବିମାନ ବିଧ୍ୱଂସୀ ବ୍ୟବସ୍ଥା ମୁତୟନ କରିଛି। ଏହାକୁ ନେଇ ଭାରତର ଚିନ୍ତା ବଢିଯାଇଛି। ଭାରତର ଚିଫ୍‍ ଅଫ ଡିଫେନ୍ସ…
Read More...

ଚାଇନା ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ୱେବସାଇଟ୍‍ ହ୍ୟାକ୍‍ କରିବା ଉଦ୍ୟମ ଜାରି ରଖିଛି

କୋଲକାତା: ଚାଇନା ସରକାର ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଅନ୍ୟାନ୍ୟ ବହୁ ମନ୍ତ୍ରଣାଳୟର ୱେବସାଇଟ୍‍ ହ୍ୟାକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସେମାନେ ଟାର୍ଗେଟ କରିଛନ୍ତି। ତାହାସହିତ ଭାରତର କେତେକ ଏରୋସ୍ପେଶ୍‍…
Read More...

ନୂଆ ମହାକାଶ କେନ୍ଦ୍ରକୁ ଗଲେ ଚୀନର ପ୍ରଥମ ତିନି ମହାକାଶଚାରୀ

ବେଜିଂ: ମହାକାଶରେ ଚୀନ ଅବସ୍ଥାପିତ କରିଥିବା ନୂଆ ମହାକାଶକେନ୍ଦ୍ର ଅଭିମୁଖେ ଦେଶର ପ୍ରଥମ ମହାକାଶଚାରୀ ଦଳ ଯାତ୍ରା କରିଛନ୍ତି। ଏହି ଦଳରେ ତିନିଜଣ ସଦସ୍ୟ ରହିଛନ୍ତି। ସେମାଙ୍କୁ ନେଇ ଚୀନର ଲଙ୍ଗ ମାର୍ଚ୍ଚ-୨ଏଫ ରକେଟ…
Read More...

ଜିଆନ୍‍ ଏଚ-୨୦ ବୋମାବର୍ଷୀ ବିମାନର ଚୂଡାନ୍ତ ପରୀକ୍ଷା ଚାଲିଛି ଲଦାଖ ସୀମାନ୍ତରେ

ବେଜିଂ: ପୂର୍ବ ଲଦାଖରେ ଭାରତୀୟ ସୈନ୍ୟଙ୍କ ସହିତ ଚୀନ ସୈନ୍ୟ ସାମନା ସାମନି ହେବା ବର୍ଷେ ହେଲାଣି। ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ଓ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ନକରିବାକୁ ଦୁଇପକ୍ଷର କୋର…
Read More...