Browsing Tag

bcci

ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ମ୍ୟାଚ୍‌: ବାରବାଟୀରେ ପିଚ୍ ପରିଦର୍ଶନ କଲେ ବିସିସିଆଇ କ୍ୟୁରେଟର

କଟକ : ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିପାଇଁ ବିସିସିଆଇର ମୁଖ୍ୟ କ୍ୟୁରେଟର ଆଶିଷ ଭୌମିକ ସୋମବାର ବାରବାଟୀ ଷ୍ଟାଡିୟମ୍‌ ଆସି ପିଚ୍‌ ପଡ଼ିଆ ପରିଦର୍ଶନ କରିଥିଲେ।…
Read More...

ଦେବଜିତ୍‌ ସାଇକିଆ ବିସିସିଆଇ ସଚିବ ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦେବଜିତ୍ ସାଇକିଆ ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଆଇସିସିର ନବନିଯୁକ୍ତ ଅଧ୍ୟକ୍ଷ ଜୟ ଶାହଙ୍କ ସ୍ଥାନରେ…
Read More...

କ୍ରିକେଟରେ କିଏ ପାଇଛନ୍ତି ସର୍ବାଧିକ ‘ପ୍ଲେୟର ଅଫ ଦ ସିରିଜ’ ପୁରସ୍କାର ?

ସମାଜ ଡିଜିଟାଲ ଡେସ୍କ: କ୍ରିକେଟରେ ପ୍ଲେୟର ଅଫ ଦ ମ୍ୟାଚ ଏବଂ ପ୍ଲେୟର ଅଫ ଦ ସିରିଜ ପୁରସ୍କାର ହାସଲ କରିବା  ସମସ୍ତ ଖେଳାଳିଙ୍କର ଗୋଟିଏ ସ୍ଵପ୍ନ ଥାଏ। କୌଣସି ଏକ ମ୍ୟାଚରେ ଭଲ ପ୍ରଦର୍ଶନ କଲେ ପ୍ଲେୟର ଅଫ ଦ ମ୍ୟାଚ…
Read More...

ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନର କଡ଼ା ଚେତାବନୀ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ ଯୋଗଦେବ ନାହିଁ ବୋଲି ବିସିସିଆଇ(ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ) ଘୋଷଣା କରିବା ପରେ ପାକିସ୍ତାନ କଡ଼ା ଚେତାବନୀ…
Read More...

ଦ୍ରାବିଡଙ୍କୁ ନେଇ ଏମିତି ବାର୍ତ୍ତା ଦେଲେ ଆନନ୍ଦ ମହିନ୍ଦ୍ରା

ସମାଜ ଡିଜିଟାଲ ଡେସ୍କ: ଭାରତକୁ ଟି-୨୦ ବିଶ୍ଵକପ ଭେଟି ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଟିମ ଇଣ୍ଡିଆର ବିଦାୟୀ କୋଚ୍‌ ରାହୁଲ ଦ୍ରାବିଡଙ୍କୁ ଢେର ପ୍ରଶଂସା କରିଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା।…
Read More...

ନୂଆଦିଲ୍ଲୀରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ: ବାର୍ବାଡସରେ ଫସି ରହିଥିବା ଟି-୨୦ ବିଶ୍ଵ ଚାମ୍ପିୟନ ଟିମ ଇଣ୍ଡିଆର ଖେଳାଳିମାନେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏୟାର ଇଣ୍ଡିଆର ଏକ ସ୍ଵତନ୍ତ୍ର ଚାର୍ଟର ବିମାନ ଖେଳାଳିମାନଙ୍କୁ ନେଇ ଗୁରୁବାର ସକାଳ…
Read More...

ବିଶ୍ଵକପ ଧରି ଗୁରୁବାର ସକାଳ ୬ଟା ୨୦ରେ ନୂଆଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ, ସ୍ଵାଗତ ପାଇଁ ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ: ବାର୍ବାଡସରେ ଫସି ରହିଥିବା ଟିମ ଇଣ୍ଡିଆର ଖେଳାଳିମାନେ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ବୁଧବାର ବିମାନରେ ଉଡ଼ାଣ ଆରମ୍ଭ କରିଛନ୍ତି। ଟି-୨୦ ବିଶ୍ଵକପ ଜିତିବା ପରେ ଖେଳାଳିମାନେ ଘରକୁ ଫେରିପାରି ନ ଥିଲେ।…
Read More...

ନୂଆ ମନୋନୟନକାରୀ ନିଯୁକ୍ତି ପାଇଁ ବିଜ୍ଞାପନ ଦେଲା ବିସିସିଆଇ; କିଏ ହେବେ ବିଦା?

ନୂଆଦିଲ୍ଲୀ: ବିସିସିଆଇ ଜାତୀୟ ବରିଷ୍ଠ ପୁରୁଷ ମନୋନୟନ କମିଟିରେ ଏବେ ୫ ଜଣ ସଦସ୍ୟ ଅଛନ୍ତି। କାହାରି କାର୍ଯ୍ୟକାଳ ମଧ୍ୟ ପୂରଣ ହୋଇନାହିଁ। ଏହାସତ୍ତ୍ବେ ଜଣେ ମନୋନୟନକାରୀ ନିଯୁକ୍ତି ଲାଗି ବିସିସିଆଇ ତା’ର…
Read More...

ଘରକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ୨ୟ ଥର ଆଞ୍ଜିଓପ୍ଲାଷ୍ଟି ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ଛାତିରେ…
Read More...

ବିସିସିଆଇକୁ ଖୋଲା ଚିଠି ଲେଖିଲା କ୍ରିକେଟ ଅଷ୍ଟ୍ରେଲିଆ, ଟିମ ଇଣ୍ଡିଆର ଐତିହାସିକ ବିଜୟ ପାଇଁ ଜଣାଇଲା ଶୁଭେଚ୍ଛା

ନୂଆଦିଲ୍ଲୀ: କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ବୁଧବାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)କୁ ଖୋଲା ଚିଠି ଲେଖି ଟିମ୍‌ ଇଣ୍ଡିଆର ଐତିହାସିକ ଟେଷ୍ଟ ସିରିଜ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛି। ଅନ୍ତିମ ଟେଷ୍ଟରେ…
Read More...