www.samajalive.in
Wednesday, December 10, 2025
17.1 C
Bhubaneswar

୨୦୧୯ରେ ଲୋକସଭା ନିର୍ବାଚନ ଲଢିବେ ନାହିଁ ସୁଷମା !

ନୂଆଦିଲ୍ଲୀ  :  କେନ୍ଦ୍ର ବୈଦେଶିକ ବ୍ୟପାର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଷମା ସ୍ଵରାଜ ୨୦୧୯ରେ ଲୋକସଭା ନିର୍ବାଚନ ଲଢିବେ ନାହିଁ । ମଙ୍ଗଳବାର ସେ ଏ ସଂପର୍କରେ ଘୋଷଣା କରିଛନ୍ତି ।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଇନ୍ଦୋର ଯାଇଥିବା ସୁଷମା ଏକ ସାମ୍ବାଦିକ ସମ୍ମିଳନୀ​‌ରେ ଏହା କହିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ଵାସ୍ଥ୍ୟଗତ କାରଣରୁ ସେ ୨୦୧୯ ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି।

- Advertisement -

ତେବେ ପାର୍ଟି ଏହା ଉପରେ ଯାହା ନିଷ୍ପତ୍ତି ନେବ, ମାତ୍ର ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ମନସ୍ଥ କରି ସାରିଛନ୍ତି। ସୁଷମା ମଧ୍ୟ ପ୍ରଦେଶର ବିଦିଶାରୁ ଲୋକସଭା ସାଂସଦ ଅଛନ୍ତି। ଦଳର ଜଣେ ବରିଷ୍ଠ ନେତ୍ରୀ ତଥା ମହିଳା ବ୍ରିଗେଡର ଜଣେ ଛାମୁଆ ନେତା ଭାବେ ସୁପରିଚିତ। ଏନଡିଏ ସରକା​‌ର ସମୟରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories