www.samajalive.in
Tuesday, November 18, 2025
16.1 C
Bhubaneswar

ସଫାରୀ ବସ୍‌ ଉପରକୁ କୁଦା ମାରିଲା ବାଘ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ବାନେରଘାଟ୍ଟା ଜାତୀୟ ଉଦ୍ୟାନରେ ଏକ ସଫାରୀ ଗାଡି ଉପରକୁ କଲରାପତରିଆ ବାଘ କୁଦା ମାରିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ବାଘ କୁଦା ମାରିବା ଦେଖି ବସ୍‌ରେ ଥିବା ପର୍ଯ୍ୟଟକ ଭୟଭୀତ ହୋଇପଡ଼ିଥିଲେ। ପର୍ଯ୍ୟଟକମାନେ ଯେପରି ବାଘକୁ ଅତି ନିକଟରେ ଓ ଭଲ ଭାବେ ଦେଖିପାରିବେ ସେହି ଉଦ୍ଦେଶ୍ୟରେ ଚାଳକ ସଫାରୀକୁ ବାଘ ନିକଟରେ ଅଟକାଇଥିଲେ। ସଫାରୀ ଅଟକିବା ଦେଖି ବାଘଟି ଏହା ଉପରକୁ କୁଦା ମାରିଥିଲା। ଏହା ପର୍ଯ୍ୟଟକମାନଙ୍କୁ ପ୍ରଥମେ ଭୟଭୀତ କରିଥିଲା। ମାତ୍ର ବାଘଟି କୌତୂହଳରେ କୁଦା ମାରୁଥିବା ଜାଣି ପର୍ଯ୍ୟଟକମାନେ ଏହାର ମଜା ନେଇଥିଲେ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories