www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଡ଼ର: ଭାରତ ସହ ୩ ଦେଶ ସହ ବିମାନ ଚଳାଚଳ ଉପରେ ସାଉଦୀ ସରକାରଙ୍କ ପ୍ରତିବନ୍ଧକ

କରୋନା ସଂକ୍ରମଣର କ୍ରମବର୍ଧିଷ୍ଣୁ ବିପଦକୁ ଦୃଷ୍ଟିରେ ରଖି ସାଉଦୀ ଆରବ ସରକାର ଭାରତ ସହ ବିମାନ ଚଳାଚଳ ଉପରେ ଅଙ୍କୁଶ ଲଗାଇଛନ୍ତି । ଭାରତ ସହ ବ୍ରାଜିଲ, ଆର୍ଜେଣ୍ଟିନାରୁ ମଧ୍ୟ ଯାତ୍ରୀଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି।

ସାଉଦୀ ଆରବ ନାଗରିକ ବିମାନନ ମହାପ୍ରାଧିକରଣ ଦ୍ବାରା ଜାରି ଆଦେଶରେ କୁହାଯାଇଛି ଯେ କରୋନା ବିପଦକୁ ଦୃଷ୍ଟିରେ ରଖି ଭାରତ, ବ୍ରାଜିଲ, ଆର୍ଜେଣ୍ଟିନା ଆଦି ଦେଶରୁ ଯାତାୟତ ହୋଉଥିବ ସବୁ ଉଡ଼ାଣ ଅସ୍ଥାୟୀ ଭାବରେ ନିଲମ୍ବନ କରାଯାଇଛି। ତେବେ ଯେଉଁମାନଙ୍କ ନିକଟରେ ସରକାରଙ୍କ ପକ୍ଷରୁ ଯାତାୟତନିମନ୍ତେ ସ୍ବତନ୍ତ୍ର ନିମନ୍ତ୍ରଣ ବା ଦସ୍ତାବିଜ ରହିଥିବ ସେମାନଙ୍କ ପ୍ରତି ଏହି କଟକଣା କାର୍ଯ୍ୟକାରୀ ହେବ ନାହିଁ ।

- Advertisement -

 

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories