ପରାଜୟ ସ୍ବୀକାର କଲା କଂଗ୍ରେସ; ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅଶୋକ ଗେହେଲଟ୍‌

ଜୟପୁର: ରାଜସ୍ଥାନ କଂଗ୍ରେସ ପରାଜୟ ସ୍ବୀକାର କରିଛି। ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅଶୋକ ଗେହେଲଟ୍‌। ସନ୍ଧ୍ୟା ୫.୩୦ରେ ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିବେ।

 

Comments are closed.