ବେଙ୍ଗାଲୁରରେ ଗୋ ଏୟାର ଓ୍ୱେଜ୍‌ ବିମାନର ଜରୁରୀ କାଳିନ ଅବତରଣ

0

ବେଙ୍ଗାଲୁର .-  ଗୋ ଏୟାର ଓ୍ୱେଜ୍‌ର ବିମାନ ଜି୮-୨୮୩ ବେଙ୍ଗାଲୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ଏହି ବିମାନଟି ବେଙ୍ଗାଲୁରରୁ ପୁନେ ଯାଉଥିଲା । ଆକାଶରେ ଏହାର ଇଞ୍ଜିନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଏଙାର ଜରୁରୀ ଅବତରଣ କରାଯାଇଥିବା ଜଣା ପଡିଛି ।

ଏଥିରେ ତ୍ରୁଟି ଦେଖାଦେବାରୁ ପାଇଲଟ ଏହାକୁ ବେଙ୍ଗାଲୁର ବିମାନ ବନ୍ଦରକୁ ଫେରାଇ ଆଣିଥିଲେ । । ଏହାପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ପୁନେ ପଠାଯାଇଥିଲା  ବୋଲି ଗୋ –ଏୟାର ପକ୍ଷରୁ  ସୂଚନା ଦିଆଯାଇଛି ।

Leave A Reply