www.samajalive.in
Monday, December 15, 2025
24.1 C
Bhubaneswar

ବିଜେଡିରୁ ଢୋଲକିଆଙ୍କ ପୁଅ ହେବେ ପ୍ରାର୍ଥୀ!

ସମାଜ ଡିଜିଟାଲ ଡେସ୍କ: ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରଠାରୁ ଉପନିର୍ବାଚନ ନେଇ ରାଜନୀତି ସରଗରମ ହୋଇଛି । ଉପନିର୍ବାଚନ ନେଇ ବରିଷ୍ଠ ନେତା ତଥା ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରାଜେନ୍ଦ୍ର ଢୋଲକିଆ ରାଜନେତା ସହିତ ସାମାଜିକ ନେତୃତ୍ୱ ନେବାରେ ପାରଙ୍ଗମ ଥିଲେ । ବିଜେଡ଼ିର ପ୍ରାର୍ଥୀ ହିଁ ଢୋଲକିଆଙ୍କ ଆବର୍ତ୍ତମାନରେ ଜିତିବେ । ସ୍ଥାନୀୟ ବିଜେଡି ନେତାଙ୍କ  ଆବେଗ ରହିଛି ଯେ ତାଙ୍କ ପରିବାର ବର୍ଗକୁ ଟିକେଟ ଦିଆଯାଉ । ତେବେ ପ୍ରାର୍ଥୀ କିଏ ହେବ ଦଳ ସେନେଇ ଆଲୋଚନା କରି ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଦେବୀ ମିଶ୍ର କହିଛନ୍ତି । ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ । ଆସନ୍ତାକାଲିଠାରୁ ନୂଆପଡାରେ ବିଜେଡି ପଦଯାତ୍ରା କରି ଲୋକଙ୍କ ପାଖକୁ ଯିବ ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories