www.samajalive.in
Sunday, December 7, 2025
18.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ଅର୍ଥ ସରକାର ବହନ କରିବେ। ଅନାଥ ଶିଶୁ ଗ୍ରୀନ ପ୍ୟାସେଜ ଯୋଜନାରେ ସାମିଲ ହେବେ।

–ମେଡ଼ିକାଲ ବା ଇଞ୍ଜିନିୟରିଂ ଖର୍ଚ୍ଚ ବି ସରକାର ବହନ କରିବେ। ଘରୋଇ ଅନୁଷ୍ଠାନରେ ପଢୁଥିଲେ ବି ସରକାର ଖର୍ଚ୍ଚ ବହନ କରିବେ।

- Advertisement -

–ଜଣେ ଅବସରପ୍ରାପ୍ତ ଜିଲାପାଳଙ୍କ ଘରୁ ନାବାଳିକ ଶ୍ରମିକ ଉଦ୍ଧାର। ଭୁବନେଶ୍ବର ଆଇଆରସି ଭିଲେଜ ଅଞ୍ଚଳରୁ ନାବାଳିକ ଶ୍ରମିକ ଉଦ୍ଧାର।

–ଲୋକସଭାରେ ଏଲ୍‌ଜେପିର ନେତା ହେଲେ ପଶୁପତି ପାରସ। ଚିରାଗ ପାଶ୍ବାନଙ୍କୁ ହଟାଇ ପାରସ ହେଲେ ସଂସଦୀୟ ଦଳ ନେତା।

–ପଶ୍ଚିମ ବଙ୍ଗରେ ଜୁଲାଇ ୧ ଯାଏ କଟକଣା ବଢ଼ାଇଲେ ରାଜ୍ୟ ସରକାର। ନାଇଟ କର୍ଫ୍ୟୁ ବଳବତ୍ତର ରହିବ, ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଆତଯାତ ମନା

–ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ୧୮ ଜିଲାକୁ ୱେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ। ଏହି ୧୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

–କରୋନା ଟିକାକରଣ ସଚେତନତା ସୃଷ୍ଟି କଲା ଗଜପତି ଜିଲା ପ୍ରଶାସନ, ୩୦୦ ଟିକାନେଲେ ଲାଞ୍ଜିଆ ସଉରା

–ଆସନ୍ତା ୧୬ରୁ ଖୋଲିବ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଐତିହ୍ୟସ୍ଥଳୀ

–ରାଜ୍ୟବାସୀଙ୍କୁ ରଜର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

–ରଜ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

–ଦେଶରେ ୨୪ ଘଣ୍ଟାରେ ଆଉ ୭୦ ହଜାର ୪୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୫,୧୦,୪୧୦କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ହଜାର ୯୨୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୭୪,୩୦୫

–ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା : ଆଜି ପହିଲି ରଜ

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ଏଥିସହିତ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୨୪୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୮୬୪

–ଗୋଟିଏ ଦିନରେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି

–କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ; ୨ ମୃତ, ଜଣେ ଗୁରୁତର

–ଯୁବତୀଙ୍କ ଗର୍ଭାଶୟରୁ ବାହାରିଲା ୧୦୬ ଟ୍ୟୁମର

–୮ ମାସର ଗର୍ଭବତୀ; ତଥାପି ରୋଗୀଙ୍କ ଚିକିତ୍ସାରେ ସମର୍ପିତ

–୩ ଫୁଟ ଲମ୍ବ ଖଣ୍ଡାରେ କେକ୍‍ କାଟିଲେ ବ୍ରିଟେନର ମହାରାଣୀ

–ଫେସବୁକ ଓ ଟେଲିଗ୍ରାମ ଉପରେ ରୁଷିଆର ସାନି ଜରିମାନା

–ପ୍ରତିମାସରେ ଗ୍ରାମାଞ୍ଚଳ ବିକାଶ ପାଇଁ ତେଲେଙ୍ଗାନା ସରକାର ଦେବେ ୩୩୯ କୋଟି ଟଙ୍କା

–ରାତାରାତି କୋଟିପତି ହେବା ନିଶା ; ଚରସ କାରବାର କରୁଥିଲେ ଦୁଇ ପୁଲିସ କନଷ୍ଟେବଳ

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories