www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ନେଇ ଜନସ୍ବାର୍ଥ ମାମଲା ପ୍ରସଙ୍ଗ-ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ରେ ହେବାକୁ ଦିନ ଧାର୍ଯ୍ୟ।

–ପୁରୀ: ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୂଜ। ଶ୍ରୀଜଗନ୍ନାଥଙ୍କ ଦୁଇଟି ଓ ବଳଭଦ୍ରଙ୍କ ଦୁଇଟି ଶ୍ରୀଭୁଜ ମରାମତି ହେବ। ଅଳଙ୍କାର ମରାମତି ପରେ ମହାପ୍ରଭୁ ସୁନାବେଶରେ ବିଭୂଷିତ ହେବେ।

- Advertisement -

–ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୧୨୦୦ ସୁନା ଅଣାଯାଇ ମରାମତି କାର୍ଯ୍ୟ କରାଯିବ। ବେସରକାରୀ ଅନୁଷ୍ଠାନ ଦାୟିତ୍ବରେ ୪ଜଣ କାରିଗର ମରାମତି କରିବେ।

–ଏଣିକି କଲେଜ ଆସିବେ ସବୁ କର୍ମଚାରୀ। ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନ୍‌ଟିଚିଂ ଷ୍ଟାଫଙ୍କୁ ଆସିବାକୁ ନିର୍ଦେଶ। ପୂର୍ବରୁ କୋଭିଡ ପାଇଁ ଜାରି ୫୦% ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟି ପ୍ରତ୍ୟାହାର।

–ଅଗଷ୍ଟରେ ଆସିବ ନୂଆ ପ୍ରଜାତିର ଭୂତାଣୁ ; ବୈଜ୍ଞାନିକଙ୍କ ଆକଳନ : ଅକ୍ଟୋବର-ନଭେମ୍ବରରେ ଶିଖର ଛୁଇଁବ ତୃତୀୟ ଲହର। ତୃତୀୟ ଲହର ଆସୁ ନ ଆସୁ ଆମେ ପ୍ରସ୍ତୁତ: ସ୍ବାସ୍ଥ୍ୟ ନିର୍ଦେଶକ।

–ଭୁବନେଶ୍ବରରେ କେନ୍ଦ୍ରୀୟ ଟିମର କୋଭିଡ ସ୍ଥିତିର ସମୀକ୍ଷା। ୭ ଦିନ ଅଧିକ ସଂକ୍ରମିତ ଜିଲାରେ ସ୍ଥିତି ଅନୁଧ୍ୟାନ କାର୍ଯ୍ୟକ୍ରମ।

–ରାଜ୍ୟରେ ସଂକ୍ରମଣ କମୁଛି। ଆଗକୁ ଆହୁରି କମିବ। ସଂକ୍ରମଣଠାରୁ ମୃତ୍ୟୁ ଯାଏଁ ଗ୍ୟାପ ରହୁଛି, ଧୀରେ ଧୀରେ କମିବ:ଡିଏମ୍‌ଇଟି

–ପେଟ୍ରୋଲ ଓ ଅନ୍ୟାନ୍ୟ ଦାମ ବୃଦ୍ଧିର ପ୍ରତିବାଦ କରିବ କଂଗ୍ରେସ। ୭ରୁ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ। ୧୫ରେ ପେଟ୍ରୋଲ ନ କିଣି ସମସ୍ତଙ୍କୁ ପ୍ରତିବାଦ ପାଇଁ ଆହ୍ବାନ

–ଭୁବନେଶ୍ୱର  ଭୀମଟାଙ୍କୀ ଫେଜ୍-୧ରେ ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର। ଉକ୍ତ ଘରୁ ଜଣେ ପୁରୁଷ ଗୁରୁତର ଅବସ୍ଥାରେ ଉଦ୍ଧାର। କିଏ ଓ କାହିଁକି ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ

–ଆବାସ ଯୋଜନାରେ ହଜାରେ କୋଟି ଦୁର୍ନୀତି-ବିଜେପି। କେନ୍ଦ୍ରୀୟ ତଦନ୍ତକାରୀ ଟିମ ରିପୋର୍ଟ ଅନୁସାରେ ଅନିୟମିତତା। ୯୮, ୫୬୨ ହିତାଧିକାରୀଙ୍କୁ ମାନୁଆଲି ପାଣ୍ଠି ହସ୍ତାନ୍ତର ଅଭିଯୋଗ। ଅଧିକାଂଶ ନିର୍ମାଣ ନିମ୍ନମାନର। ଝରକା ଓ ଶୌଚାଳୟ ନାହିଁ।

–ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ଫନି କ୍ଷତିଗ୍ରସ୍ତଙ୍କୁ ୮.୧୭ଲକ୍ଷ ଘର ମଞ୍ଜୁର ପାଇଁ ଧନ୍ୟବାଦ। ଅଣପ୍ରଭାବିତ ୧୬ ଜିଲା ପାଇଁ ୱିଣ୍ଡୋ ଖୋଲି ନ ଥିବାରୁ ସମସ୍ୟା। ବାକି ଜିଲାର ହିତାଧିକାରୀଙ୍କୁ ଘର ମିଳୁ-ମୁଖ୍ୟମନ୍ତ୍ରୀ

–ମହାକାଶକୁ ଯିବେ ଦ୍ୱିତୀୟ ଭାରତ ଜନ୍ମିତ ମହିଳା ସିରିଶା ବଣ୍ଡ୍‍ଲା; ଚତୁର୍ଥ ଭାରତୀୟ ଭାବରେ ମହାକାଶ ଯାତ୍ରାରେ ଯିବେ

–ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନୂଆ ବିଦ୍ୟୁତ ବ୍ୟବସାୟ କମ୍ପାନି ବୋର୍ଡରେ ସ୍ଥାନ ପାଇବେ ଅନନ୍ତ ଅମ୍ବାନି

–ହାଫିଜର ଲାହୋର ବାସଭବନ ସମ୍ମୁଖରେ ବିସ୍ଫୋରଣ ପାଇଁ ଭାରତର ‘ର’କୁ ଦାୟୀ କଲା ପାକିସ୍ତାନ

–ଅଗଷ୍ଟରୁ ବଢିବ ହୋଣ୍ଡା କାର୍‍ ମୂଲ୍ୟ

–ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା

–ଟିଏମସିରେ ମିଶିବେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ, ସେମାବାର ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଦଳରେ ହୋଇପାରନ୍ତି ସାମିଲ

–ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୨୮୦୩ ଜଣ ନୂଆ କୋଭିଡ ସଂକ୍ରମିତ ; ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୧୫୯୭ ଓ ସ୍ଥାନୀୟ ସଂକ୍ରମିତ ୧୨୦୬ ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଏବଂ କଟକ ଜିଲାରୁ ୪୪୧

–ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁରେ ରେକର୍ଡ; ୨୪ ଘଣ୍ଟାରେ ୫୨ ମୃତ, ଖୋର୍ଦ୍ଧାରୁ ସର୍ବାଧିକ ୯

–୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୯୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ। ଦେଶରେ ସଂପ୍ରତି ସକ୍ରିୟ ସଂକ୍ରମିତ ସଂଖ୍ୟା ୧.୫୮%। ଏପର୍ଯ୍ୟନ୍ତ ମୋଟ ୪୧.୯୭ କୋଟି ନମୁନା ପରୀକ୍ଷା

–ଦିନକରେ ୪୨,୩୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ; ସୁସ୍ଥ ହାର ୯୭.୧୧%।ମୋଟ ୨,୯୭,୦୦,୪୩୦ ଜଣ କରୋନାରୁ ସୁସ୍ଥ।

–୩୫.୨୮ କୋଟି ପାନ ଟିକା ଦିଆଯାଇସାରିଛି

–ବଜ୍ରପାତରେ ୧୦ ବର୍ଷରେ ଗଲାଣି ୩୪୭୫ ଜୀବନ

–୨୦ ସୁଦ୍ଧା ସିବିଏସ୍‌ଇ ଦଶମ ଫଳ !

–ନ୍ୟୁୟର୍କ ଟାଇମ୍ସର ଚାକିରି ପାଇଁ ବିଜ୍ଞାପନ : ‘ମୋଦୀ ଓ ହିନ୍ଦୁ ବିରୋଧରେ ଦକ୍ଷତା ଥିଲେ ଆବେଦନ କରନ୍ତୁ’

–ପ୍ରିୟଙ୍କାଙ୍କ ନେତୃତ୍ବରେ ୟୁପିରେ ଏକାକୀ ଲଢିବ କଂଗ୍ରେସ ; ବିଜେପି ୩୦୦ରୁ ଅଧିକ ଆସନ ପାଇବ: ଯୋଗୀ

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories