ରାୟଗଡ଼ା : ରାୟଗଡ଼ାର ଗୁଣପୁର ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରିତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଗୁଡ଼ାରି ଦଣ୍ଡାସି ସାହି ନିକଟରୁ ଗ୍ରାମବାସୀ ଶିଶୁଟିକୁ ଉଦ୍ଧାର କରି ଗୁଡ଼ାରି ହସ୍ପିଟାଲରେ ଭର୍ତ୍ତି କରିବା ପରେ ସେ ସୁସ୍ଥ ଥିବା ସୂଚନା ମିଳିଛି।
Popular Categories



