bjd gruha runa

ଆଇରନ ବୋଝେଇ ଟ୍ରକ ଚଢି ଶ୍ରମିକଙ୍କ ମୃତ୍ୟୁ

BJD Bijuli 480×75 Mob

ଜଗତସିଂହପୁର : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ପୁଣି ଏକ ଦୁର୍ଘଟଣା ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏହି ଦୁର୍ଘଟଣାରେ ସିଏଚଏଫ ଶ୍ରମିକ ଗନ୍ଧର୍ବ ଗୌଡ଼ଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ଆଇରନ ବୋଝେଇ ଟ୍ରକ ଗନ୍ଧର୍ବ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଗନ୍ଧର୍ବ ନିଜ ଡ୍ୟୁଟିରେ ଥିବା ସମୟରେ ଏଭଳି ଅଘଟଣ ଘଟିଛି। ଘଟଣାକୁ କେନ୍ଦ୍ର କରି ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

Comments are closed.