ସୁଆଣ୍ଡୋ : ମହାଳୟା ଶ୍ରାଦ୍ଧ ତଥା ଦୀପାବଳି ଅବସରରେ ପୁରୀ ଜିଲା ସାକ୍ଷୀଗୋପାଳସ୍ଥିତ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପଦାନ କରାଯାଇଛି। ରବିବାର ସନ୍ଧ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ସୁଆଣ୍ଡୋ ଗୋପବନ୍ଧୁ ସ୍ମୃତିପରିଷଦ ସଭାପତି, ସେବାୟତ ସଂଘ ସମ୍ପାଦକ, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ସଂପାଦକ ଉତ୍କଳ ସାମ୍ବାଦିକ ସଂଘ ତଥା ବୁଦ୍ଧିଜୀବୀ ମାନେ ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ମହାପୁରୁଷଙ୍କ ପାଖରେ ପ୍ରତିବର୍ଷ ପରି ଏଥର ମଧ୍ୟ ଦୀପଦାନ କରିଛନ୍ତି।
Popular Categories



