bjd gruha runa

ଅଗ୍ନିକାଣ୍ଡ : ୪ ମୃତ

BJD Bijuli 480×75 Mob

ମହାରାଷ୍ଟ୍ର: ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳ ୫ଟାରେ ମହାରାଷ୍ଟ୍ରର ପୁଣେ ଜିଲାର ପିମ୍ପ୍ରି ଚିଞ୍ଚୱାଡର ପୂର୍ଣ୍ଣାନଗର ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

Comments are closed.