MEllora 950×100

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା -ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ , ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଙ୍କ ନାମରେ ଚାର୍ଜ ଫ୍ରେମ

କଣ୍ଟାବାଞ୍ଜି  -ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା,  କଣ୍ଟାବାଞ୍ଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ,   ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଙ୍କ ନାମରେ ଚାର୍ଜ ଫ୍ରେମ  । ଅଦାଲତଙ୍କ ପକ୍ଷରୁ ପରବର୍ତ୍ତୀ ବିଚାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୮ତାରିଖ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି. ପ୍ରାପ୍ତ ସୂଚନା ଅନୁଯାୟୀ ଗୋବିନ୍ଦ ସାହୁଙ୍କ ଓକିଲ ଦୁର୍ଗା ପାଢ଼ୀ ଡିସ୍ଚାର୍ଜ ଫ୍ରେମ କରିବା ପାଇଁ ଏ. ଡି. ଜେ  କୋର୍ଟ ରେ ଆବେଦନକରି ଥିଲେ. କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଉଭୟ ଅଭିଯୁକ୍ତ ଙ୍କୁ ମୁଦାଲା ଭାବେ ପ୍ରତିପାଦିତ କରିଥିଲେ.

Comments are closed.