www.samajalive.in
Sunday, December 7, 2025
26.1 C
Bhubaneswar

ସଂଘର୍ଷରୁ ସଫଳତା-ଅନ୍ୟତମ ସଫଳ ମହିଳା ହେଉଛନ୍ତି ରାଉରକେଲା ନିବାସୀ ଅନିତା ଚୌଧୁରୀ

ସଂଘର୍ଷରୁ ସଫଳତା : ୨୦୨୧ରେ ଚର୍ଚ୍ଚାରେ ଥିବା ଅନ୍ୟତମ ସଫଳ ମହିଳା ହେଉଛନ୍ତି ରାଉରକେଲା ନିବାସୀ ଅନିତା ଚୌଧୁରୀ। ଏହି ନାମରେ କିନ୍ତୁ ତାଙ୍କୁ ବିଶେଷ ଜାଣନ୍ତିନାହିଁ। ସମସ୍ତଙ୍କର ସେ ପ୍ରିୟ ‘ମୋମୋ ଆଣ୍ଟି’। ସ୍ବାମୀଙ୍କ ଅକାଳ ମୃତ୍ୟୁ ପରେ ମୋମୋ ବେପାର କରି ନିଜ ପରିବାରକୁ ଚଳାଇନେଉଛନ୍ତି ଅନିତା। ପ୍ରାଥମିକ ପର୍ଯ୍ୟାୟରେ ସାଇକଲରେ ମୋମୋ ବିକ୍ରି କରୁଥିବା ଅନିତା ରୋଜଗାରକ୍ଷମ ହୋଇ ସ୍କୁଟରରେ ବ୍ୟବସାୟ କରୁଛନ୍ତି।

 

- Advertisement -

ଦକ୍ଷିଣମେରୁ ଯିବେ ନିବେଦିତା : ସମ୍ବଲପୁର ଝିଅ ନିବେଦିତା ବିଶ୍ବାଳ ଆଣ୍ଟାର୍କଟିକା ନେତୃତ୍ୱ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଦକ୍ଷିଣ ମେରୁ ଗସ୍ତ କରିବେ। ‘୨୦୪୧ କ୍ଲାଇମେଟ୍‌ ଫୋର୍ସ: ଆଣ୍ଟାର୍କଟିକା ୨୦୨୧’ ପାଇଁ ​‌ବିଶ୍ୱସ୍ତରରେ ୯୦ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ନିବେଦିତା ଅଛନ୍ତି। କୋଭିଡ ସଂକ୍ରମଣ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମ ଆସନ୍ତାବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏନେଇ ନିବେଦିତା ଟ୍ବିଟ୍‌ କରି ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲୋଡିଛନ୍ତି।

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories