www.samajalive.in
Sunday, December 7, 2025
14.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ପିପିଲି ବିଧାୟକ ଭାବେ ଶପଥ ଗ୍ରହଣ କଲେ ନୂଆ ନିର୍ବାଚିତ ନେତା ରୁଦ୍ର ପ୍ରତାପ ମହାରଥୀ

ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ଜଳଦ କୁମାର ତ୍ରିପାଠୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍

- Advertisement -

ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେଲେନି ହାଇକୋର୍ଟ, ତଳ କୋର୍ଟରେ ହାଜର ହେବାକୁ କହିଲେ ହାଇକୋର୍ଟ

କଟକ ବାଦାମବାଡିରେ ବନ୍ଧୁକ ଚୋରା ବିକ୍ରି ବେଳେ ୪ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍

ସମୁଦ୍ର ଭିତରେ ନିଶା ଦ୍ରବ୍ୟ ସେବନ ପାର୍ଟି ମାମଲା, ଓଡ଼ିଶାର ମନୀଷ ରାଜଗରିଆ ଏବଂ ଅଭିନ ସାହୁ ଗିରଫ

କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ୨୦୨୨ ଜୁଲାଇ ୨୮ରୁ ଆରମ୍ଭ ହେବାକୁ ଥିବା ବିର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଲା ଭାରତୀୟ ହକି ଦଳ

ଏଣିକି ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ଲାଗିବ ସିମ ପରିଚାଳିତ ସ୍ମାର୍ଟ ମିଟର, ଆଗ ପଇସା ତା ପରେ ବ୍ୟବହାର

ନିଷ୍ପତ୍ତି ବଦଳାଇଲା ବିଏମସି: ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ ପାଇଁ ମୋଟ ୫୦ ବଦଳରେ ଗୋଟିଏ ସମୟରେ ସର୍ବାଧିକ ୫୦ ଜଣଙ୍କୁ ମିଳିବ ଅନୁମତି

ଆମଦାନୀ ହେଉଥିବା ଦାମୀ କାର ପଞ୍ଜିକରଣ ଦେୟ ୪୦ ହଜାରକୁ ବୃଦ୍ଧି ପାଇଥିବା ବେଳେ ସବୁ ପ୍ରକାର ଗାଡ଼ି କ୍ଷେତ୍ରରେ ଫିଟ୍‌ନେସ ରିନ୍ୟୁଆଲ ଫି ୨ରୁ ୮ ଗୁଣା ଯାଏଁ ବୃଦ୍ଧି

ଆମଦାନୀ ହେଉଥିବା ଦାମୀ କାର ପଞ୍ଜିକରଣ ଦେୟ ୪୦ ହଜାରକୁ ବୃଦ୍ଧି ପାଇଥିବା ବେଳେ ସବୁ ପ୍ରକାର ଗାଡ଼ି କ୍ଷେତ୍ରରେ ଫିଟ୍‌ନେସ ରିନ୍ୟୁଆଲ ଫି ୨ରୁ ୮ ଗୁଣା ଯାଏଁ ବୃଦ୍ଧି

୩ ଚକିଆ ଯାନ ପାଇଁ ପଞ୍ଜିକରଣ ଦେୟ ୬ ଶହ ଓ ପୁନଃ ପଞ୍ଜିକରଣ ପାଇଁ ୨୫ ଶହ ଟଙ୍କା, ହାଲୁକା ମୋଟର ଯାନ ପଞ୍ଜିକରଣ ଦେୟ ୬ ଶହ ଓ ପୁନଃ ପଞ୍ଜିକରଣ ଫି ୫ ହଜାରକୁ ବୃଦ୍ଧି

୨୦୨୨ ଏପ୍ରିଲରୁ ବଢ଼ିବ ପୁରୁଣା ଗାଡ଼ିର ପୁନଃ ପଞ୍ଜିକରଣ ଓ ଫିଟନେସ୍ ଦେୟ, ବାଇକ ପଞ୍ଜିକରଣ ଦେୟ ୩ ଶହ ଟଙ୍କା ଓ ପୁନଃ ପଞ୍ଜିକରଣ ଦେୟ ୧ ହଜାର ଟଙ୍କାକୁ ବୃଦ୍ଧି

୮ କୋଟି ଟଙ୍କା କାରବାର ନେଇ ଆଇଏଫଏସ ଅଧିକାରୀ ଅଭୟକାନ୍ତଙ୍କୁ ଇଡିର ୧୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା

ରାଜସ୍ବ ଓ ବିପର୍ୟୟ ପରିଚାଳନା ବିଭାଗ ପକ୍ଷରୁ ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ସେମାନେ ହେଲେ ଅନୁଗୋଳ ଡେପୁଟି କଲେକ୍ଟର ଜାନକୀନାଥ ମିଶ୍ର, ନୂଆଗଡ ତହସିଲଦାର ଆକୁଳ ମଲ୍ଲିକ ଏବଂ ଢେଙ୍କାନାଳ ସବ୍-ରେଜିଷ୍ଟାର ଲଲାଟେନ୍ଦୁ ଶତପଥୀ

ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ କାଶ୍ମୀରରେ ଏକାଧିକ ଆକ୍ରମଣ; କାଶ୍ମୀର ପଣ୍ଡିତଙ୍କ ସମେତ ୩ ମୃତ

ଉତ୍ତର ପଶ୍ଚିମରୁ ଫେରିଲା ମୌସୁମୀ

ଦେଶରେ ୧୮,୮୩୩ ନୂଆ ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୨୪,୭୭୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ଦୈନିକ ସଂକ୍ରମଣ ହାର ୧.୩୪% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୬୮% ରହିଛି

ଏପର୍ଯ୍ୟନ୍ତ ମୋଟ ୩,୩୧,୭୫,୬୫୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୨,୪୬,୬୮୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୭.୬୮ କୋଟି ନମୁନା ପରୀକ୍ଷା କରାଯାଇଛି

ସେହି ସମୟ ମଧ୍ୟରେ ୯୨.୧୭ କୋଟି ପାନ ଟିକା ଦିଆଯାଇସାରିଛି

୭ରୁ ପୁଣି ଖୋଲିବ ସିଦ୍ଧି ବିନାୟକ ମନ୍ଦିର

କୃଷକଙ୍କ ଉପରେ ମାଡିଯାଇଥିବା କାର୍‌ ରେ ପୁଅ ନଥିଲା-ଅଜୟ ମିଶ୍ର : ଭୟରେ ଇଂଟରନେଟ ବନ୍ଦ କରିଛନ୍ତି ଉତ୍ତର ପ୍ରଦେଶ ସରକାର- ପ୍ରିୟଙ୍କା ଗାନ୍ଧୀ

ରାଜ୍ୟରେ ୨୪ ଘଣ୍ଟାରେ ୫୯୩ ନୂଆ କରୋନା ଆକ୍ରାନ୍ତ; ୪ ମୃତ

ସଂଗରୋଧରୁ ୩୪୬ ଓ ସ୍ଥାନୀୟ ସଂକ୍ରମିତ ୨୪୭ ଜଣ ରହିଛନ୍ତି

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ଶିଶୁ ଓ କିଶୋର ୮୦ ଜଣ

ଅନୁଗୁଳ ଜିଲାରେ ୪, ବାଲେଶ୍ୱର ୧୧, ବରଗଡ ୧, ଭଦ୍ରକ ୪, ବଲାଙ୍ଗିରରେ ଜଣେ ଚିହ୍ନଟ

କଟକରେ ୮୪, ଦେବଗଡ ୨, ଢେଙ୍କାନାଳ ୪, ଗଞ୍ଜାମ ୨, ଜଗତସିଂହପୁର ୨୨, ଯାଜପୁର ୧୪ ଓ କଳାହାଣ୍ଡିରେ ୫ ଜଣ ଚିହ୍ନଟ ହୋଇଛନ୍ତି

କନ୍ଧମାଳରେ ୧, କେନ୍ଦ୍ରାପଡା ୯, ଖୋର୍ଦ୍ଧା ୨୯୦, କୋରାପୁଟ ୧, ମୟୁରଭଞ୍ଜରେ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି

ନୟାଗଡ ଜିଲାରେ ୪, ପୁରୀ ୨୩, ସମ୍ବଲପୁର ୯, ସୋନପୁର, ୧, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୬୬ ଚିହ୍ନଟ

ଦିନକ ମଧ୍ୟରେ ୫୫୭ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୪୯୬୭ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

କଟକ ଓ ଖୋର୍ଦ୍ଧା ଜିଲାରେ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ

ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୨୭କୁ ବୃଦ୍ଧିପାଇଛି

ଏଲପିଜି ସିଲିଣ୍ଡର ପିଛା ୧୫ ଟଙ୍କା ବଢିଲା; ଦୁଇ ମାସରେ ଚତୁର୍ଥ ବୃଦ୍ଧି

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories