www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ମୋଦୀ – ହାରିସ ଆଲୋଚନା: କରୋନା ମୁକାବିଲା ଦିଗରେ ସଫଳ ପଦକ୍ଷେପ ନେଇ ଭାରତକୁ ପ୍ରଶଂସା କଲେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ

ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

- Advertisement -

ଚେନ୍ନଇସ୍ଥିତ ଏଚଭିଏଫରୁ ୧୧୮ ଲଢୁଆ ଟ୍ୟାଙ୍କ କିଣିବ ପ୍ରତିରକ୍ଷା ବାହିନୀ

ରାଜ୍ୟରେ ଦିନକରେ ଆଉ ୬ ଜଣଙ୍କର ଜୀବନ ନେଲା କରୋନା

କଟକରୁ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ସୁନ୍ଦରଗଡ ଜିଲାରେ ମଧ୍ୟ ୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୮୧୬୩କୁ ବୃଦ୍ଧି

ପୁଣି ଉଠିଲା ସୀମା ବିବାଦ; ଆସାମ ପୁଲିସ ସହିତ ସଂଘର୍ଷରେ ୨ ମୃତ, ୯ ପୁଲିସ କର୍ମଚାରୀ ଆହତ

ବିବାହ ବିଚ୍ଛେଦ ଖୁସିରେ ଭୋଜିଦେଲେ ଭାରତୀୟ ମହିଳା

ରାଜ୍ୟରେ ଚିହ୍ନଟ ହେଲେ ୫୩୯ ନୂଆ କୋଭିଡ ଆକ୍ରାନ୍ତ

ସଂଗରୋଧରୁ ୩୧୬ ଓ ସ୍ଥାନୀୟ ସଂକ୍ରମିତ ୨୨୩ ଜଣ

୧୮ ବର୍ଷରୁ କମ୍‍ ବୟସର ଶିଶୁ ଓ କିଶୋର ୭୭ ଜଣ ରହିଛନ୍ତି

ଅନୁଗୁଳ ଜିଲାରେ ୬, ବାଲେଶ୍ୱର ୨୩, ଭଦ୍ରକ ୧୨, କଟକ ୪୮ ଓ ଦେବଗଡରେ ୪ ଜଣ ଚିହ୍ନଟ

ଢେଙ୍କାନାଳ ଜିଲାରେ ୪, ଗଞ୍ଜାମ ୧, ଜଗତସିଂହପୁର ୩୧, ଯାଜପୁର ୧୭, ଝାରସୁଗୁଡା ୪ ଓ କଳାହାଣ୍ଡିରେ ଜଣେ ଚିହ୍ନଟ ହୋଇଛନ୍ତି

କନ୍ଧମାଳରେ ୧, କେନ୍ଦ୍ରାପଡା ୧୦, କେନ୍ଦୁଝର ୨, ଖୋର୍ଦ୍ଧା ୨୫୪ ଓ କୋରାପୁଟରେ ୩ ଜଣ ଚିହ୍ନଟ

ମାଲକାନଗିରିରେ ୨, ମୟୁରଭଞ୍ଜ ୧୩, ନୟାଗଡ ୫, ପୁରୀ ୧୨, ରାୟଗଡାରେ ୨ ଜଣ ଚିହ୍ନଟ

ସମ୍ବଲପୁରରେ ୧୨, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୬୦ ଚିହ୍ନଟ

୪୧୭ ଜଣ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୫୮୨୯ ଜଣ ସକ୍ରିୟ କୋଭିଡ ଆକ୍ରାନ୍ତ ରହିଛନ୍ତି

ଦେଶରେ ୩୧,୩୮୨ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଦିନକରେ ୩୨,୫୪୨ ଜଣ କୋଭିଡରୁ ଆରୋଗ୍ୟଲାଭ କରିଛନ୍ତି

ଦେଶରେ ଦୈନିକ ସଂକ୍ରମଣ ହାର ୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୭% ରହିଛି

ସଂପ୍ରତି ଦେଶରେ ୩,୦୦,୧୬୨ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଗୁରୁବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୮୪.୧୫ କୋଟି ପାନ କୋଭିଡ ଟିକା ଦିଆଯାଇଛି

ମୁଣ୍ଡଳି ଜଳରେ ଫସିଲା ଦନ୍ତାହାତୀ ; ଉଦ୍ଧାର କାର୍ଯ୍ୟ ପାଇଁ ପ୍ରୟାସ ଜାରି ; ମୁଣ୍ଡଳିରେ ପହଞ୍ଚିଲେ ବରିଷ୍ଠ ଅଧିକାରୀ

ସମ୍ବେଦୀ ସୂଚକାଙ୍କ ୬୦,୦୦୦ ଛୁଇଁଲା; ଦଲାଲ ଷ୍ଟ୍ରିଟ ଉତ୍ସବମୁଖର

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ; ପ୍ରଭାବରେ ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଦେବଗଡ ରିଆମାଳ ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ପରିବାର ପକ୍ଷରୁ ଥାନାରେ ଏତଲା, ୨ ଗିରଫ

ବ୍ରହ୍ମପୁର : ପାତ୍ରପୁରରେ ଗୋଷ୍ଠୀ ସଂଘର୍ଷରୁ ବୋମାମାଡ ; ୨ ଆହତ, ପୂର୍ବ ଶତ୍ରୁତାରୁ ବୋମା ମାଡ଼

କୋଭିଡ ସଂକ୍ରମଣ ପାଇଁ ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍‍

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories