www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲିଲା,ଏବେ ମୋଟ ୭ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ଗୁଜରାଟରେ ଟିକା ନେଇନଥିବା ଲୋକଙ୍କୁ ଗଣ ପରିବହନ ବ୍ୟବସ୍ଥା ମନା

- Advertisement -

ଆସାମ ଆଉ ଏକ କାଶ୍ମୀରରେ ପରିଣତ ହେବାକୁ ଯାଉଛି-ହିମନ୍ତ ବିଶ୍ୱଶର୍ମା

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୧୦ କରୋନା ଆକ୍ରାନ୍ତ

ସଂଗରୋଧରୁ ୨୯୭ ଓ ସ୍ଥାନୀୟ ସଂକ୍ରମିତ ୨୧୩ ଜଣ

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୯ ଜଣ

ଅନୁଗୁଳ ଜିଲାରେ ୩, ବାଲେଶ୍ୱର ୩୩, ଭଦ୍ରକ ୯, ବଲାଙ୍ଗିର ୧, ବଉଦରୁ ଜଣେ ଚିହ୍ନଟ

କଟକ ଜିଲାରେ ୭୮, ଗଜପତି ୭, ଗଞ୍ଜାମ ୧୨, ଜଗତସିଂହପୁର ୨୨, ଯାଜପୁର ୨୨ ଓ ଝାରସୁଗୁଡାରେ ୮ ଜଣ ଚିହ୍ନଟ ହୋଇଛନ୍ତି

କଳାହାଣ୍ଡିରେ ୧, କନ୍ଧମାଳ ୪, କେନ୍ଦ୍ରାପଡା ୭, କେନ୍ଦୁଝର ୧, ଖୋର୍ଦ୍ଧା ୧୯୭, କୋରାପୁଟ ୩, ମାଲକାନଗିରି ୪, ମୟୁରଭଞ୍ଜରୁ ୧୪ ଚିହ୍ନଟ

ନୟାଗଡରେ ୧, ପୁରୀ ୧, ରାୟଗଡାରେ ୩, ସମ୍ବଲପୁର ୯, ସୁନ୍ଦରଗଡ ୩, ଷ୍ଟେଟପୁଲରୁ ୪୭ ଚିହ୍ନଟ ହୋଇଛନ୍ତି

ଦିନକରେ ୭୪୬ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୫୪୯୪ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

ଦେଶରେ ଦିନକରେ ୩୦,୨୫୬ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱରରେ ନାଳରେ ଛାତ୍ର ଭାସିଯିବା ଘଟଣା- ପଞ୍ଚସଖା ନଗର ନିକଟରୁ ମିଳିଲା ମୃତଦେହ ; ଛାତ୍ର ଜ୍ୟୋତିପ୍ରକାଶ ବେହେରା ମୃତଦେହକୁ ଚିହ୍ନଟ କଲେ ତାଙ୍କ ସଂପର୍କୀୟ, ଏମ୍ସରେ ଚିହ୍ନଟ ହେଲା ମୃତଦେହ

ଦେଶରେ ଦିନକ ମଧ୍ୟରେ ୪୩,୯୩୮ ଜଣ ସୁସ୍ଥ ହୋଇଛନ୍ତି

ଦୈନିକ ସଂକ୍ରମଣ ହାର ୨.୫% ଓ ସାପ୍ତାହିକ ସଂକ୍ରମଣ ହାର ୨.୦୭%

ଆରୋଗ୍ୟ ହାର ୯୭.୭୨%

ରବିବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୫୫.୩୬ କୋଟି କୋଭିଡ ନମୁନା ପରୀକ୍ଷା

ସେହି ସମୟ ସୁଦ୍ଧା ମୋଟ ୮୦.୮୫ କୋଟି ପାନ ଟିକା ଦିଆଯାଇଛି

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିକଟରେ ସଂପ୍ରତି ୫.୪୩ କୋଟି ପାନ ଟିକା ଉପଲବ୍ଧ ରହିଛି

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ହାଇଦରାବାଦରେ ଗଣେଶଙ୍କ ଲଡୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ

ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୪୧କୁ ବୃଦ୍ଧି

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories