www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;  ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮ ,  ରାଜ୍ୟରେ କରୋନା ମୃତ୍ୟୁ ୬୧୬୮

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୬୨ ଏବଂ ସ୍ଥାନୀୟ ସଂକ୍ରମିତ ୫୫୩

- Advertisement -

ରାଜ୍ୟରେ ଦିନକ ମଧ୍ୟରେ ୧୭୦୨ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୧୩୮୭୨ ସକ୍ରିୟ ସଂକ୍ରମିତ

ଆଜିଠୁ ତିନିଦିନ ବର୍ଷା, ୧୩ ଜିଲାକୁ ସତର୍କ ସୂଚନା

ଦେଶରେ ଦୈନିକ ସଂକ୍ରମଣରେ ପୁନଃ ବୃଦ୍ଧି ; ଗତ ୨୪ ଘଣ୍ଟାରେ ୪୨,୬୨୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ଦିନକ ମଧ୍ୟରେ ୩୬,୬୬୮ କରୋନା ରୋଗୀ ସୁସ୍ଥ

ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୭%

ଏପର୍ୟ୍ୟନ୍ତ ଦେଶରେ ମୋଟ ୩,୦୯,୩୩,୦୨୨ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୪,୧୦,୩୫୩ ଜଣ ସକ୍ରିୟ ସଂକ୍ରମିତ 

ଦେଶରେ ଦୈନିକ ସଂକ୍ରମଣ ସ୍ତର ୨.୩୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୬% 

ମଙ୍ଗଳବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୭.୩୧ କୋଟି କୋଭିଡ ନମୁନା ପରୀକ୍ଷା ; ସେହି ସମୟ ସୁଦ୍ଧା ଦେଶରେ ମୋଟ ୪୮.୫୨ କୋଟି ପାନ ଟିକା ଦିଆଯାଇସାରିଥିବା ଜଣାଯାଇଛି

ଆଫଗାନ ପ୍ରତିରକ୍ଷା ମନ୍ତୀଙ୍କ ବାସଭବନ ନିକଟରେ ଶକ୍ତିଶାଳୀ କାରବୋମା ବିସ୍ଫୋରଣ

ଦେଶରେ ସ୍ଥାପନ ହେଲା ପ୍ରଥମ ଭୂକମ୍ପ ପ୍ରାକ୍‍ ସୂଚନା ବ୍ୟବସ୍ଥା

ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବାକୁ ଆଫଗାନ ବୈଦେଶିକ ମନ୍ତ୍ରୀଙ୍କ ଦାବି

ଆଣ୍ଟିଲିଆ ବୋମା ଆତଙ୍କ ମାମଲା: ମନସୁଖ ହିରନଙ୍କୁ ହତ୍ୟା ପାଇଁ ଦିଆଯାଇଥିବା ୪୫ ଲକ୍ଷ ଟଙ୍କା

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍

ଲଟେରି ବଞ୍ଚାଇଲା ଜୀବନ, ମିଳିଲା ୧୬ କୋଟିର ମାଗଣା ଇଞ୍ଜେକ୍ସନ

ଅଲିମ୍ପିକ୍‌ସ ପଦକ ବିଜୟିନୀ ସିନ୍ଧୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories