ସମାଜ ଡିଜିଟାଲ ଡେସ୍କ: ମୟୂରଭଞ୍ଜ ଜିଲା କରଞ୍ଜିଆ ରରୁଆଁ ଥାନା କାଶିଆବେଡା ଗାଁରେ ଅଘଟଣ । ଘରେ ପଶି ବୃଦ୍ଧକୁ ଦଳି ମାରି ଦେଇଛି ହାତୀ । ଗୋଠଛଡା ଦନ୍ତା ହାତୀଟି ଘରେ ପଶି ବୃଦ୍ଧଙ୍କୁ ମାରି ଦେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ କରୁଛନ୍ତି । ସଂପୃକ୍ତ ବୃଦ୍ଧଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
Popular Categories



