bjd gruha runa

୧୦୨ କେଜି ଗଞ୍ଜେଇ ଜବତ, ୪ ଗିରଫ

BJD Bijuli 480×75 Mob

କନ୍ଧମାଳ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସକୁ ମିଳିଛି ବଡ ସଫଳତା । ୪ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାସହ ୧୦୨ କୋଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗିରଫ ୪ ଜଣ ଅଭିଯୁକ୍ତ ହେଲେ ଲୁହର ପଢେଲ ଥାନା ଅନ୍ତର୍ଗତ ପାଟଣାଗଡ଼ ଗ୍ରାମର ନୀଳମଣି (୩୨), ଚରଗଣିଆ ଗ୍ରାମର ରାଜକିଶୋର ସାହୁ (୩୬), ସଚିତ ତାଣ୍ଡି(୩୫) ଓ  ଟୁଟୁ ତାଣ୍ଡି(୩୦)। ସେମାନଙ୍କ ପାଖରୁ ଦୁଇଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି। ସୂଚନା ଅନୁଯାୟୀ, ସେମାନେ ସାଡୀଙ୍ଗିଆ ପଟୁ ଆସି ବଲାଙ୍ଗୀର ଜିଲାକୁ ଏହି ଗଞ୍ଜେଇ ଚାଳଣ କରୁଥିଲେ l ସେମାନଙ୍କୁ  ଫିରିଙ୍ଗିଆ ପୁଲିସ ଗରିଫ କରିବାସହ କେଶ ନମ୍ବର ୮୫/୨୦ ରୁଜୁକରି ତଦନ୍ତ ଆରମ୍ଭ କରିଛି l

Comments are closed.