www.samajalive.in
Sunday, December 7, 2025
26.1 C
Bhubaneswar

ଭୁବନଥାନା କୃଷ୍ଣପୁର ଗାଁରେ ଅଘଟଣ, ଛୁଆକୁ ବଞ୍ଚାଇ ଜଳିଗଲା ମା’

କାମାକ୍ଷାନଗର: ଭୁବନଥାନା କୃଷ୍ଣପୁର ଗାଁରେ ଅଭାବନୀୟ ଘଟଣା। ଛୁଆକୁ ବଞ୍ଚାଇବାକୁ ଯାଇ ମା’ ଗୁରୁତର ହୋଇଥିବା ସୂଚନା ମିଳିଛି। ଚୁଲିରେ ପାଣି ଗରମ କରୁଥିବାବେଳେ ନିଆଁ ଲାଗି ମା’ ଗୁରୁତର ହୋଇଯାଇଛି। ଭୁବନଥାନା କୃଷ୍ଣପୁର ଗାଁରେ ଚୁଲିରେ ପାଣି ଗରମ କରୁଥିବାବେଳେ ଛୁଆ ପଡ଼ି ଯାଇଥାଆନ୍ତା। ଛୁଆକୁ ଟାଣି ଆଣୁଥିବାବେଳେ ମା’ଙ୍କ ଶାଢ଼ିରେ ନିଆଁ ଲାଗି ଜଳିଗଲେ। ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରୁ ଢେଙ୍କାନାଳ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories