www.samajalive.in
Monday, December 15, 2025
15.1 C
Bhubaneswar

ପୁଣି ଜିଓ ଗ୍ରାହକଙ୍କୁ ଝଟକା ; ଏହି ପ୍ଲାନ୍‌ରେ ଆଉ ମିଳିବନି ଡାଟା

ନୂଆଦିଲ୍ଲୀ : ଜିଓ ଗ୍ରାହକଙ୍କୁ ପୁଣି ମିଳିଛି ଏକ ଝଟକା । ନିକଟରେ ଜିଓ ନିଜର ଆଉ ୨ଟି ପ୍ଲାନ୍‌ ୪୪୮ ଓ ୧୭୪୮ ଟଙ୍କା ସହ ଯୋଡି ହୋଇଛି । ଏହି ୨ଟି ପ୍ଲାନ୍‌ କେବଳ କଲିଙ୍ଗ୍‌ ଓ ଏସଏମଏସ୍‌ ସୁବିଧା ସହ ଆସୁଛି । ଯଦି ଆପଣ ଡାଟା ବ୍ୟବହାର କରିବାକୁ ଚାହୁଁଛନ୍ତି, ଏହି ପ୍ଲାନ୍‌ରେ ଡାଟା ମିଳିବ ନାହିଁ । ଏକ୍ସ ଜରିଆରେ କମ୍ପାନୀ ଏନେଇ ସୂଚନା ପ୍ରଦାନ କରିଛି ।
ଟ୍ରାଇ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯିବା ପରେ ଟେଲିକମ୍‌ କମ୍ପାନୀ ନିଜର କିଛି ପ୍ଲାନ୍‌ରେ ପରିବର୍ତ୍ତନ ଆଣିଛି । ଜିଓ ମଧ୍ୟ ୪୪୮ ଓ ୧୭୪୮ ଟଙ୍କାର ପ୍ଲାନ୍‌ ଲଞ୍ଚ କରିଛି । ଏହି ପ୍ଲାନ୍‌ରେ ଅସୀମିତ କଲିଙ୍ଗ୍‌ ସହ ଏସଏମଏସ୍‌ ସୁବିଧା ମିଳିବ । ମାତ୍ର ଏଥିରେ ଡାଟା ମିଳିବ ନାହିଁ କି ଡାଟା ପ୍ୟାକ୍‌ ରିଚାର୍ଜ କରି ପାରିବେ ନାହିଁ ।
୪୪୮ ଟଙ୍କାରେ ୮୪ ଦିନ ଓ ୧୭୪୮ ଟଙ୍କାରେ ୩୩୬ ଦିନ ପର୍ଯ୍ୟନ୍ତ ସମୟ ସୀମା ମିଳିବ । ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଇଡିଆ ପ୍ଲାନ୍‌ ସହ ଆପଣ ଡାଟା ପ୍ୟାକ୍‌ରୁ ରିଚାର୍ଜ କରି ପାରିବେ ।

୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ଅତ୍ୟନ୍ତ ଶୁଭ ଯୋଗ ପୁଣି ଶକ୍ତିଶାଳୀ ଗଜକେସରୀ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ସବୁ ଚିନ୍ତା ହେବ ଦୂର..

ଜାଣନ୍ତୁ ଠିକା କର୍ମଚାରୀଙ୍କ ସହ କେଉଁମାନେ ଫେରାଇବେ ନାହିଁ ରାସନ କାର୍ଡ-ଯୋଗାଣ ମନ୍ତ୍ରୀ

- Advertisement -

ଦେଖନ୍ତୁ ଭିଡିଓ ; ଜଙ୍ଗଲୀ ଦନ୍ତାର ଉପଦ୍ରବ, ଘର କବାଟ ପାଖରେ..

ମହାକୁମ୍ଭରେ ଭାଇରାଲ ଗାର୍ଲ ମୋନାଲିସା ଏବେ ବଲିଉଡ୍‌ରେ ଥାପିବେ ପାଦ, ସାଇନ୍‌ କଲେ ପ୍ରଥମ ଫିଲ୍ମ

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories