ମହାକୁମ୍ଭରେ ଭାଇରାଲ ଗାର୍ଲ ମୋନାଲିସା ଏବେ ବଲିଉଡ୍‌ରେ ଥାପିବେ ପାଦ, ସାଇନ୍‌ କଲେ ପ୍ରଥମ ଫିଲ୍ମ

ନୂଆଦିଲ୍ଲୀ : ପ୍ରୟାଗରାଜ ମହାକୁମ୍ଭକୁ ଆସିଥିବା ନୀଳନୟନା କୁହାଯାଉଥିବା ମୋନାଲିସାଙ୍କ ଭାଗ୍ୟରେ ଏବେ ନୂଆ ମୋଡ ଆସିଛି । ସେ ରାତାରାତି ସେଲିବ୍ରିଟି ହୋଇଯାଇଛନ୍ତି । ଏବେ ବଲିଉଡ୍‌ରେ କାମ କରିବେ ମୋନାଲିସା । ମାଳା ବିକି ନିଜ ଗୁଜୁରାଣ ମେଣ୍ଟାଉଥିବା ମୋନାଲିସା ଏବେ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ । ତାଙ୍କୁ ‘ଡାଏରୀ ଅଫ୍‌ ମଣିପୁର’ ପାଇଁ ଲେଖକ ତଥା ନିର୍ଦ୍ଦେଶକ ମନୋଜ ମିଶ୍ରା ଅଫର୍‌ ଦେଇଛନ୍ତି । ମଣିପୁରରେ ହୋଇଥିବା ଭୟଙ୍କର ଘଟଣା ଉପରେ … Continue reading ମହାକୁମ୍ଭରେ ଭାଇରାଲ ଗାର୍ଲ ମୋନାଲିସା ଏବେ ବଲିଉଡ୍‌ରେ ଥାପିବେ ପାଦ, ସାଇନ୍‌ କଲେ ପ୍ରଥମ ଫିଲ୍ମ