୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ଅତ୍ୟନ୍ତ ଶୁଭ ଯୋଗ ପୁଣି ଶକ୍ତିଶାଳୀ ଗଜକେସରୀ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ସବୁ ଚିନ୍ତା ହେବ ଦୂର..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହଙ୍କ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ଖୁବ୍‌ ଖାସ୍‌ ବୋଲି କୁହାଯାଏ । ଏହାସହ ୨ଟି ଗ୍ରହ ପରସ୍ପର ସହ ଏକାଠି ହେଲେ ମଧ୍ୟ ବିଶେଷ ସଂଯୋଗ ହୋଇଥାଏ । ୨୮ ଜାନୁଆରୀରେ ଶୁକ୍ର ମୀନ ରାଶିରେ ପ୍ରବେଶ କରି ସାରିଛନ୍ତି । ଏଠାରେ ପୂର୍ବରୁ ହିଁ ରାହୁ ବିରାଜମାନ ରହିଛନ୍ତି । ରାହୁ-ଶୁକ୍ର ଏକାଠି ହେବା ପରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଜବରଦସ୍ତ ଲାଭ … Continue reading ୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ଅତ୍ୟନ୍ତ ଶୁଭ ଯୋଗ ପୁଣି ଶକ୍ତିଶାଳୀ ଗଜକେସରୀ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ସବୁ ଚିନ୍ତା ହେବ ଦୂର..