ଦେଖନ୍ତୁ ଭିଡିଓ ; ଜଙ୍ଗଲୀ ଦନ୍ତାର ଉପଦ୍ରବ, ଘର କବାଟ ପାଖରେ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। କିଛି ଭିଡିଓ ଖୁବ୍ ଭୟଭୀତ କରିଥାଏ । ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ବେଶ ଆକର୍ଷିତ କରୁଛି । ନିକଟରେ ହାତୀର ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ଆଶ୍ଚର୍ଯ୍ୟଚକିତ କରୁଛି। ଭିଡିଓରେ ଦେଖିପାରିବେ ଏକ ଜଙ୍ଗଲୀ ଦନ୍ତା ହାତୀ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛି । ଘର ଭିତରକୁ ସମ୍ପୂର୍ଣ୍ଣ ଭାବେ … Continue reading ଦେଖନ୍ତୁ ଭିଡିଓ ; ଜଙ୍ଗଲୀ ଦନ୍ତାର ଉପଦ୍ରବ, ଘର କବାଟ ପାଖରେ..
Copy and paste this URL into your WordPress site to embed
Copy and paste this code into your site to embed